ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ଜିସାଟ-୧୧ର ସଫଳ ଉତକ୍ଷେପଣ ଲାଗି ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

December 06, 2018, ବିଶେଷ, , DSLR News Bureau


ଜିସାଟ-୧୧ର ସଫଳ ଉତକ୍ଷେପଣ ଲାଗି ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
DSLR News Bureau
December 06, 2018

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର,ଡ଼ିସେମ୍ବର ୦୫ ,୨୦୧୮(ଡିଏସ୍ଏଲ୍ଆର ବ୍ୟୁରୋ): ଜିସାଟ-୧୧ର ସଫଳ ଉତକ୍ଷେପଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।“ଆମ ମହାକାଶ କାର୍ୟ୍ୟକ୍ରମରେ ଏକ ବୃହତ ମାଇଲଖୁଣ୍ଟ, ଯାହାକି ସୁଦୂର ଅଞ୍ଚଳରେ ବସବାସ କରୁଥିବା କୋଟି କୋଟି ଭାରତୀୟଙ୍କ ଜୀବନଶୈଳୀକୁ ପ୍ରତିଫଳିତ କରିପାରିବ! ଜିସାଟ-୧୧ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଶୁଭେଚ୍ଛା, ଯାହା ଭାରତର ଭାରି, ବୃହତ ଏବଂ ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ।ଆମ ବୈଜ୍ଞାନିକଙ୍କ ପାଇଁ ଭାରତ ଗର୍ବିତ, ଯେଉଁମାନେ ନୂତନତ୍ଵ ଜାରି ରଖିବା ସହିତ ଉଚ୍ଚକୋଟୀର ମାନ ସହ ସଫଳତା ହାସଲ କରିପାରୁଛନ୍ତି । ସେମାନଙ୍କ ଉଲ୍ଲେଖନୀୟ କାର୍ୟ୍ୟ ସମସ୍ତ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


(ସ୍ରୋତ ପିଆବି)




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର: ଏମ୍.ଏ.ଭି ସ୍କୁଲର ପ୍ରାଥମିକ କ୍ରିଡା ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଟିତ

ବ୍ରହ୍ମପୁର: ଏମ୍.ଏ.ଭି ସ୍କୁଲର ପ୍ରାଥମିକ କ୍ରିଡା ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଟିତ
Read More...

ଭୁବନେଶ୍ୱରରେ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ

ଭୁବନେଶ୍ୱରରେ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଗଜପତି : ପାନୀୟଜଳ ଓ ବିଦ୍ୟୁତ ଆଲୋକର ସମସ୍ୟା ଘେରରେ ରହିଛି ଆଦିବାସୀ ଅଧ୍ୟୁଷିତ ଲାଲୁସାହୀ ଗ୍ରାମ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ