ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ସଂଖ୍ୟାଠାରୁ ୯୬ ହଜାରରୁ ଅଧିକ

June 26, 2020, National (ଜାତୀୟ) , , DSLR News Bureau


ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ସଂଖ୍ୟାଠାରୁ ୯୬ ହଜାରରୁ ଅଧିକ
DSLR News Bureau
June 26, 2020

Representational Image

ନୂଆଦିଲ୍ଲୀ,୨୬-୦୬: ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାରଙ୍କ ଦ୍ଵାରା ନିଆଯାଉଥିବା ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଦ୍ୱାରା କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିପାରିଛି । ଆରୋଗ୍ୟ ହାର ସକ୍ରିୟ ରୋଗୀଙ୍କ ତୁଳନାରେ ୯୬,୧୭୩ରୁ ଅଧିକ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩,୯୪୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ଏହି ସଂଖ୍ୟା ୨,୮୫,୬୩୬କୁ ବୃଦ୍ଧି ପାଇଛି । ସେ ଦୃଷ୍ଟିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୫୮.୨୪ ଶତକଡା ହୋଇଛି ।
ବର୍ତ୍ତମାନ ୧,୮୯,୪୬୩ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଦେଶରେ ଆଇସିଏମଆର ଗତ ୨୪ ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷଣ ଲାଗି ୧୧ଟି ଅଧିକ ପରୀକ୍ଷାଗାର ବୃଦ୍ଧି କରିଥିବା ବେଳେ ମୋଟ ସଂଖ୍ୟା ୧,୦୧୬କୁ ବୃଦ୍ଧି ପାଇଛି । ଏଥିରୁ ୭୩୭ଟି ସରକାରୀ ହୋଇଥିବା ବେଳେ ୨୭୯ଟି ବେସରକାରୀ । ନମୁନା ପରୀକ୍ଷଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୧୫,୪୪୬ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶରେ ମୋଟ ନମୁନା ପରୀକ୍ଷଣ ୭୭,୭୬,୨୨୮ କୁ ବୃଦ୍ଧି ପାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେଗୁନିଆପଡ଼ା ବଜାରରେ ନାହିଁ ନଥିବା ଭିଡ, ସଂକ୍ରମଣ ବୃଦ୍ଧି ଯୋଗୁଁ ହେବକି ସଟ୍ ଡାଉନ୍

ବେଗୁନିଆପଡ଼ା ବଜାରରେ ନାହିଁ ନଥିବା ଭିଡ, ସଂକ୍ରମଣ ବୃଦ୍ଧି ଯୋଗୁଁ ହେବକି ସଟ୍ ଡାଉନ୍
Read More...

କୋଭିଡ୍ ନୋଡାଲ୍ ପ୍ରଶାସନିକ ଅଧିକାରୀ ପ୍ରମୁଖ ଶାସନ ସଚ୍ଚିବ ଜି. ମାଥିଭାଥାନନ୍ ଙ୍କ ସମୀକ୍ଷା

କୋଭିଡ୍ ନୋଡାଲ୍ ପ୍ରଶାସନିକ ଅଧିକାରୀ ପ୍ରମୁଖ ଶାସନ ସଚ୍ଚିବ ଜି. ମାଥିଭାଥାନନ୍ ଙ୍କ ସମୀକ୍ଷା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ମୁଖ୍ୟମନ୍ତ୍ରୀଙ୍କ￰ ନିର୍ବାଚନୀ ସଭାରୁ ଫେରୁଥିବାବେଳେ କମାଣ୍ଡର ଧକ୍କାରେ ଜଣେ ମୃତ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ