ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ଖରଣିପଡାରେ ୩୬ ପରିବାର ରହିବେ ସଂଗରୋଧ କେନ୍ଦ୍ରରେ

June 25, 2020, ସ୍ବାସ୍ଥ୍ୟ, ଗଞ୍ଜାମ, ରାଜେଶ କୁମାର ରଣା


ଖରଣିପଡାରେ ୩୬ ପରିବାର ରହିବେ ସଂଗରୋଧ କେନ୍ଦ୍ରରେ
ରାଜେଶ କୁମାର ରଣା
[ ସମ୍ବାଦଦାତା ]
DSLR News Bureau
June 25, 2020

ପାତ୍ରପୁର: ଗତକାଲି ୪ ଜଣ ପଜେଟିଭ୍ ଚିହ୍ନଟ ପରେ ପ୍ରଶାସନ ସେମାନଙ୍କୁ କୋଭିଡ୍ ମେଡିକାଲ ପଠାଇଛି । ପାତ୍ରପୁର ବ୍ଳକ ଖରଣିପଡାରେ ଗତକାଲି ଦୁଇ କରୋନା ପଜେଟିଭ୍ ଚିହ୍ନଟ ପରେ ଆଜି ପାତ୍ରପୁର ବିଡ଼ିଓ ପ୍ରକାଶ କୁମାର ଦାସ, ସ୍ବାସ୍ଥ୍ୟ ବିଭାଗୀୟ ଅଧିକରୀ ଡ଼ା. ସମ୍ବିତ ବେଗରାୟ, ସରପଞ୍ଚ ଲିିଭା କୁମାରୀ ପ୍ରଧାନ, ଅଙ୍ଗନବାଡି କର୍ମି ପ୍ରମୁଖ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗ୍ରାମରେ ସେମାନଙ୍କ ସମ୍ପର୍କରେ ଆସିଥିବା ୩୬ ଜଣ ପରିବାରଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିଭଳି ଗ୍ରାମକୁ କିଭଳି ସଂକ୍ରମଣ ରୋକା ଯାଇପାରିବ ସେ ନେଇ ଆଲୋଚନା ଓ ସଚେତନ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାତ୍ରପୁର ଗ୍ରାମକୁ ଅଗ୍ନିଶମ ବିଭାଗ ଦ୍ଵାରା ବିଶୋଧନ ସିଞ୍ଚନ

ପାତ୍ରପୁର ଗ୍ରାମକୁ ଅଗ୍ନିଶମ ବିଭାଗ ଦ୍ଵାରା ବିଶୋଧନ ସିଞ୍ଚନ
Read More...

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମିଳିତ ଭାବରେ ପିଏଡିସିର କଲେ ଉଦଘାଟନ

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମିଳିତ ଭାବରେ ପିଏଡିସିର କଲେ ଉଦଘାଟନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ