ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଯୋଗ ଦିବସ

June 23, 2020, ଶିକ୍ଷା, ଗଞ୍ଜାମ, ଡ଼ଃ.କୁମୁଦ ଚନ୍ଦ୍ର ବେହେରା


ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଯୋଗ ଦିବସ
ଡ଼ଃ.କୁମୁଦ ଚନ୍ଦ୍ର ବେହେରା
[ ଗଞ୍ଜାମ ଜ଼ିଲ୍ଲା ବ୍ୟୁରୋ ମୁଖ୍ୟ ]
DSLR News Bureau
June 23, 2020

ବୁଗୁଡା: ଭାରତୀୟମାନେ ହଜାର ହଜାର ବର୍ଷ ପୂର୍ବରୁ ଯୋଗ ଅଭ୍ୟାସ କରି ଆସୁଥିବା ବେଳେ ବର୍ତ୍ତମାନ ଆମର ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା ଯୋଗୁଁ ଜୁନ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ଭାବେ ମାନ୍ୟତା ମିଳିପାରି ସାରା ବିଶ୍ୱରେ ଯୋଗର ପ୍ରସାର ଲାଭ କରିପାରିଛି। ବର୍ତ୍ତମାନର କରୋନା ମହାମାରୀର ପ୍ରକୋପ ସ୍ଵତ୍ତ୍ୱେ ଆମ ଦେଶରେ ଏହା ପାଳନ କରାଯାଇଛି। ଏହି ପ୍ରରିପେକ୍ଷିରେ ବୁଗୁଡା ବ୍ଲକ ତାଳସାକର ଗ୍ରାମର ମହାମାୟୀ ଉଚ୍ଚ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣି ମାନେ ବିଶ୍ୱ ଯୋଗ ଦିବସ ପାଳନ କରିଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନେ ବିଭିନ୍ନ ଯୋଗ ଅଭ୍ୟାସ କରି ବିଶ୍ୱ ଯୋଗ ଦିବସ ପାଳନ କରିଥିଲେ। ବିଭିନ୍ନ ଯୋଗ କରିବା ଦ୍ୱାର ଆମ ଶରୀରର କଣ ସବୁ ଉପକାର ହୁଏ କ୍ରୀଡା ଶିକ୍ଷକ ଶ୍ରୀ ପାତ୍ର ପ୍ରବାସୀ ଓଡିଆମାନଙ୍କୁ ବୁହାଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କର - ପ୍ରାଥମିକ ଶିକ୍ଷକ ସଂଘ

ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କର - ପ୍ରାଥମିକ ଶିକ୍ଷକ ସଂଘ
Read More...

ମନମୁଖୀ କାର୍ଯ୍ୟକୁ ନେଇ କୋଦଳା ବାସିନ୍ଦାଙ୍କ ଏନଏସି କାର୍ଯ୍ୟଳୟ ଘେରାଉ

ମନମୁଖୀ କାର୍ଯ୍ୟକୁ ନେଇ କୋଦଳା ବାସିନ୍ଦାଙ୍କ ଏନଏସି କାର୍ଯ୍ୟଳୟ ଘେରାଉ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଦକ୍ଷତା ଭିତିକ ତାଲିମ କେନ୍ଦ୍ର ଉଦଘାଟନ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ