ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ପୁଲିସ ମହାନିର୍ଦ୍ଦେଶକଙ୍କ କନ୍ଧମାଳ ଗ୍ରସ୍ତ

June 22, 2020, ବିଶେଷ, କନ୍ଧମାଳ, ସୁରେଶ କୁମାର ପଣ୍ଡା


ପୁଲିସ ମହାନିର୍ଦ୍ଦେଶକଙ୍କ କନ୍ଧମାଳ ଗ୍ରସ୍ତ
ସୁରେଶ କୁମାର ପଣ୍ଡା
[ ସମ୍ବାଦଦାତା, କନ୍ଧମାଳ ]
DSLR News Bureau
June 22, 2020

ଫୁଲବାଣୀ, ୨୨-୬{ସୁରେଶ ପଣ୍ଡା}: ଏକ ଦିନିଆ କନ୍ଧମାଳ ଗ୍ରସ୍ତ କରି ଫେରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବାଳନ୍ଦା ପଡା ଠରେ ଥିବା ସିଆରପିଏଫ କ୍ୟାମ୍ପ ବୁଲି ଦେଖିବା ସହ ସେଠାରେ ଥିବା ବାମପନ୍ଥୀ ଉଗ୍ରବାଦୀ ଙ୍କ କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଥିଲେ । ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆ ଠାରେ ହେଲିକେପ୍ଟର ଯୋଗେ ପହଞ୍ଚିବା ପରେ ଫୁଲବାଣୀ ଆଦର୍ଶ ଥାନା ରେ ପହଞ୍ଚି ବୁଲି ଦେଖିବା ସହ ଏଏସ ପି ଙ୍କ କାର୍ଯ୍ୟାଳୟ ରେ ଗୋଟଏ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ କନ୍ଧମାଳ ଜିଲ୍ଲାପାଳ ଡଃ. ବୁନ୍ଦା ଡ଼ି ସହ ଏସପି ପ୍ରତୀକ ଗୀତା ସିଂ ଓ ଆଇଜି. ପ୍ରବିଣ କୁମାର, ଦାକ୍ଷିଣାଞ୍ଚଳ ଡି. ଆଇ. ଜୀ ସତ୍ୟବ୍ରତ ଭୋଇ ମଧ୍ୟ ଯୋଗ ଦେଇଥିଲେ । ଏହି ବୈଠକ ମୁଖ୍ୟତଃ ମାଓ ବାଦୀଙ୍କ କାର୍ଯ୍ୟକଳାପ ଓ ଜିଲ୍ଲାରେ ଆଇନ୍ ସମ୍ପର୍କ ସହ ଗଞ୍ଜେଇ ଚାଲାଣ ଓ କୋଭିଡ଼ -୧୯ ର ବିଷୟରେ ଆଲୋଚନା ହୋଇଥିଲା । କନ୍ଧମାଳ ଏସପି ଏହି କାର୍ଯ୍ୟକୁ ବହୁ ଭଲ ଭାବରେ କରିଛନ୍ତି ବୋଲି ପୁଲିସ ମହାନିର୍ଦେଶକ କହିଥିଲେ। ଜିଲ୍ଲାର ଅପରାଧିକ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଭଲ କାମ କରୁଥିବା ପୁଲିସ କର୍ମଚାରିଙ୍କ ମନୋବଳ ମଧ୍ୟ ବଢାଇଥିଲେ ପୋଲିସ ମହା ନିର୍ଦ୍ଦେଶକ ଅଭୟ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲାର କୌଣସି ସ୍ଥାନରେ ରଥଟଣା ହେବ ନାହିଁ – ଜିଲ୍ଲାପାଳ କୋଭିଡ୍ ସଚେତନତା ନିମନ୍ତେ ଭିଡିଓ କନଫରେନ୍ସିଂ

ଜିଲ୍ଲାର କୌଣସି ସ୍ଥାନରେ ରଥଟଣା ହେବ ନାହିଁ – ଜିଲ୍ଲାପାଳ କୋଭିଡ୍ ସଚେତନତା ନିମନ୍ତେ ଭିଡିଓ କନଫରେନ୍ସିଂ
Read More...

ପ୍ରଶାସନ ପକ୍ଷରୁ କୁକୁଡ଼ାଖଣ୍ଡି ପାଣ୍ଡିଆ ଝଳି ଏବଂ ମସିହାଖାଲି ସର୍ଟଡାଉନ

ପ୍ରଶାସନ ପକ୍ଷରୁ କୁକୁଡ଼ାଖଣ୍ଡି ପାଣ୍ଡିଆ ଝଳି ଏବଂ ମସିହାଖାଲି ସର୍ଟଡାଉନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :Hardeep S Puri holds high level meeting with State Governments on issues related to Civil Aviation via VC
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ