ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

କଞ୍ଚଣା କ୍ବାରେଣ୍ଟାଇନ କେନ୍ଦ୍ରରୁ ଘରକୁ ପ୍ରତ୍ୟାବର୍ତନ ବେଳେ ଭାବ ବିହ୍ଲଲ ହୋଇପଡିଲେ ପ୍ରବାସୀ ଓଡ଼ିଆ

May 26, 2020, ଜୀବନଶୈଳୀ, ଗଞ୍ଜାମ, ଗୁଲସନ୍ କୁମାର କର


କଞ୍ଚଣା କ୍ବାରେଣ୍ଟାଇନ କେନ୍ଦ୍ରରୁ ଘରକୁ ପ୍ରତ୍ୟାବର୍ତନ ବେଳେ ଭାବ ବିହ୍ଲଲ ହୋଇପଡିଲେ ପ୍ରବାସୀ ଓଡ଼ିଆ
ଗୁଲସନ୍ କୁମାର କର
[ ସମ୍ବାଦଦାତା, କୋଦଳା ]
DSLR News Bureau
May 26, 2020

କୋଦଳା/ଖଲ୍ଲିକୋଟ,୨୬-୦୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ ସଂଘରୋଧ ଗୃହରେ ରଖା ଯାଇଥିଲା। ତେବେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କଞ୍ଚଣା ସରକାରୀ ଉନ୍ନୀତ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରୁ ମୋଟ ୧୦୭ ଜଣ ଅନ୍ତେବାସୀ କ୍ବାରେନଟାଇନରେ ରହିବା ପରେ ଘରକୁ ଫେରିଛନ୍ତି। ୨୧ ଦିନର ଅବଧି ସରିବା ପରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରମାଣପତ୍ର ଦିଆଯାଇ ପୁଷ୍ପ ପକାଇ ଘରକୁ ଛଡ଼ାଯାଇଥିଲା,ଏହି ସମୟରେ ସେମାନେ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ। ପ୍ରବାସୀଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ସମୟରେ ସହଯୋଗ କରିଥିବାରୁ ସରପଞ୍ଚଙ୍କ ନିକଟରେ ପ୍ରବାସୀ ମାନେ କୃତଜ୍ଞତା ଜ୍ଞାପନ କରିଥିଲେ। ବିଦାୟ କାଳୀନ ସମୟରେ ସରପଞ୍ଚ ଚିତ୍ରସେନ ଘୋଷଙ୍କ ସମେତ ସ୍କୁଲ ଇନ୍ ଚାର୍ଜର, ନୋଡ଼ାଲ ଅଫିସର,ଜିଆରଏସ୍,ଆଶା,ଅଙ୍ଗନବାଡି କର୍ମୀ ଓ ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଅଙ୍ଗନୱାଡ଼ିକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି

ଅଙ୍ଗନୱାଡ଼ିକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି
Read More...

୨୫ ଦିନ ମଧ୍ୟରେ ୪୦ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇଲା “ଶ୍ରମିକ ସ୍ପେଶାଲ” ଟ୍ରେନ

୨୫ ଦିନ ମଧ୍ୟରେ ୪୦ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇଲା “ଶ୍ରମିକ ସ୍ପେଶାଲ” ଟ୍ରେନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଜିଲ୍ଲା ବିଜୁ କୃଷକ ଜନତା ଦଳ ସଭାପତିଙ୍କୁ ସମ୍ବନ୍ଧନା
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ