ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ପ୍ରବାସୀ ମାନଙ୍କୁ ବ୍ୟାୟାମ ଓ ଯୋଗ ଶିକ୍ଷା ପ୍ରଦାନ

May 25, 2020, ଜୀବନଶୈଳୀ, ଗଞ୍ଜାମ, ସାହେବ ନାୟକ


ପ୍ରବାସୀ ମାନଙ୍କୁ ବ୍ୟାୟାମ ଓ ଯୋଗ ଶିକ୍ଷା ପ୍ରଦାନ
ସାହେବ ନାୟକ
[ ସମ୍ବାଦଦାତା ]
DSLR News Bureau
May 25, 2020

କୁକୁଡାଖଣ୍ଡି: ମହୁଡା ପଞ୍ଚାୟତର ଭୈରବୀ ଉଚ୍ଚ ବିଦ୍ୟାଳୟ ରେ ଥିବା ସଙ୍ଗରୋଧ କେନ୍ଦ୍ର ର 42 ଜଣ ପ୍ରବାସୀ ଓଡ଼ିଆ ମାନଙ୍କୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ ଓ ଯୋଗଶିକ୍ଷା ପ୍ରଦାନ କରୁଛନ୍ତି ସରପଞ୍ଚ ଶ୍ରୀ ସଞ୍ଜୟ ସାହୁ l ଏହି ଉଦ୍ୟମ ଜାରି ରଖିଥିବା ବେଳେ ପଵିତ୍ର ସାବିତ୍ରୀ ବ୍ରତ ପାଳନ ନିମନ୍ତେ ସଙ୍ଗରୋଧ କେନ୍ଦ୍ର ରେ ଥିବା 5 ଜଣ ମହିଳା ଙ୍କୁ ଶାଢ଼ୀ ଓ ସମସ୍ତ ପୂଜାସାମଗ୍ରୀ ପ୍ରଦାନ କରାଯାଇଥିଲା l ଯାହା ଫଳରେ ମହିଳା ମାନେ ସରପଞ୍ଚ ଙ୍କ ଉଦ୍ୟମ ରେ ନିଜ ସ୍ୱାମୀ ଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ l ସମସ୍ତ ପ୍ରବାସୀ ଙ୍କୁ ପ୍ରଶାସନ ପକ୍ଷରୁ ଖାଇବା, ରହିବା ରେ ଧ୍ୟାନ ରଖାଯାଇଥିବା ବେଳେ ଶ୍ରମିକ ମାନେ କିଭଳି ସୁସ୍ଥ ରହିବେ ସେଥିପାଇଁ ବିଭିନ୍ନ ସରକାରୀ କର୍ମଚାରୀ, ଆଶା, ଅଙ୍ଗନବାଡି କର୍ମୀ ଓ ସରପଞ୍ଚ କରୋନା ଯୋଦ୍ଧା ଭାବେ ସେବା ଯୋଗାଇଛନ୍ତି l ସମସ୍ତଙ୍କ ର ମିଳିତ ଉଦ୍ୟମ କୁ ସାଧାରଣ ରେ ପ୍ରଶଂସା କରାଯାଇଛି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହୁଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରବାସୀ ଓଡିଆ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ମହୁଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରବାସୀ ଓଡିଆ ଙ୍କୁ ବିଦାୟ ସମ୍ବର୍ଦ୍ଧନା
Read More...

ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଦକ୍ଷିଣାଞ୍ଚଳର ନୂତନ ଆଇଜି ଯତୀନ୍ଦ୍ର କୋୟଲ୍ ଙ୍କ ଦାୟିତ୍ୱ ଗ୍ରହଣ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ