ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ପ୍ରବାସୀ ଶ୍ରମିକ ଚାଲିବ ଆଉ କେତେ ବାଟ ?

May 25, 2020, ଜୀବନଶୈଳୀ, ଗଞ୍ଜାମ, ରଞ୍ଜନ


ପ୍ରବାସୀ ଶ୍ରମିକ ଚାଲିବ ଆଉ କେତେ ବାଟ ?
ରଞ୍ଜନ
[ ସମ୍ବାଦଦାତା ]
DSLR News Bureau
May 25, 2020

IC:Google


ବ୍ରହ୍ମପୁର,୨୫-୦୫(ଇ.ରଞ୍ଜନ) : ସାରା ବିଶ୍ୱ କରୋନାର ବିଷାକ୍ତ ବଳୟ ରେ ଏହି ସମୟ ରେ ସମସ୍ତଙ୍କ ମୁଖରୁ କରୋନା ଆଉ କରୋନା ଶବ୍ଦ ଉଚ୍ଚାରଣ ହୋଇରହିଥିବା ବେଳେ ରୋଗର ସଂକ୍ରମଣ ଓ ମୁର୍ତ୍ୟୁ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି l ଏଥିଯୋଗୁଁ ଭାରତବର୍ଷ ରେ ସରକାରୀ ସ୍ତରରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିଳ୍ପ ଅନୁଷ୍ଠାନ ଗୁଡିକ ୩ମାସ ଧରି ତାଲାବନ୍ଦ ରହିଥିଲେ ବି ଅମାନ୍ୟ ରୋଗଟି ଉଗ୍ରରୂପ ବୃଦ୍ଧିପାଉଛି l


ଏଥିଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକ, ଟଙ୍କା ଅର୍ଜନ ନିମନ୍ତେ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ଅର୍ଜିତ ଟଙ୍କା ସରିଯାଇଥିବା ଯୋଗୁଁ ନିଜନିଜ ଅଞ୍ଚଳକୁ ଫେରିଆସିବା ପାଇଁ ପ୍ରାଣପଣେ ଉଦ୍ୟମ ଜରିରଖିଛନ୍ତି l କିଛି ଶ୍ରମିକ ଧାରକରି ବସ ଯୋଗେ ଫେରୁଥିବା ବେଳେ କିଛି ଶ୍ରମିକ ଦୁଇପାଦର ଆଶ୍ରୟ ନେଇ ଜାତୀୟ ରାଜପଥ ଦେଇ କରୋନା କୁ ନିନ୍ଦାକରି ଥକିଥକି ନିର୍ଭିକ ମନଭାବ ନେଇ ଚଲାପଥରେ ଆସୁଛନ୍ତି ଜନଗହଳି ଦେଖି ସ୍ଥାନୀୟ ବାସୀଙ୍କୁ ନିଜଅଞ୍ଚଳର ରାସ୍ତାର ଦୂରତା ସମ୍ପର୍କରେ ପରାମର୍ଶ ନେଉଥିବା ଦୃଶ୍ୟ ଗଞ୍ଜାମ ଜିଲ୍ଲା ଆନ୍ଦ୍ର ସୀମାନ୍ତ ଗିରିଶୋଲା ଗେଟ ଅଞ୍ଚଳରେ ଦେଖାଦେଇଛି l


ଏବଂ ପ୍ରଭାସୀ ଶ୍ରମିକ ମାନେ ମୁମ୍ବାଇରେ ଥିବା ଅନେକ ଶ୍ରମିକ ବିପଦ ମନେକରି ଫୋସି ରହିଛନ୍ତି ସେମାନଙ୍କୁ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରୁଛନ୍ତି l ସରକାର ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ ଯୋଗେ ହଜାରହଜାର ଶ୍ରମିକଙ୍କୁ ଆଣି କ୍ଵାରେନଣ୍ଟନ ସେଣ୍ଟର କରି ସେମାନର ଆବଶ୍ୟକତା ଯୋଗାଇ ଦେଉଥିବା ଜଣାପଡିଛି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା
Read More...

ସଂଘରୋଧ କେନ୍ଦ୍ରରୁ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ

ସଂଘରୋଧ କେନ୍ଦ୍ରରୁ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଦାରିଙ୍ଗବାଡିରେ ମା ଦୁର୍ଗାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ