ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

କ୍ବାରେନଟାଇନ କେନ୍ଦ୍ରରେ ଯୋଗ ଶିକ୍ଷା ନେଉଛନ୍ତି ଅନ୍ତେବାସୀ

May 21, 2020, ଜୀବନଶୈଳୀ, ଗଞ୍ଜାମ, ଗୁଲସନ୍ କୁମାର କର


କ୍ବାରେନଟାଇନ କେନ୍ଦ୍ରରେ ଯୋଗ ଶିକ୍ଷା ନେଉଛନ୍ତି ଅନ୍ତେବାସୀ
ଗୁଲସନ୍ କୁମାର କର
[ ସମ୍ବାଦଦାତା, କୋଦଳା ]
DSLR News Bureau
May 21, 2020

କୋଦଳା: ବିଭିନ୍ନ ସଂଘରୋଧ କେନ୍ଦ୍ରରେ ଗଣ୍ଡଗୋଳ ଓ ନିୟମ ଉଲ୍ଲଂଘନ ନେଇ ପ୍ରବାସୀ ଓଡ଼ିଆ ନିନ୍ଦିତ ହେଉଥିବା ବେଳେ କିଛି କେନ୍ଦ୍ର ମାନଙ୍କରେ ଥିବା ଲୋକେ ଏବେ ଯୋଗ, ବ୍ଯାୟାମ, ଭଜନକୀର୍ତ୍ତନ କରି ଉଦାହରଣ ସୃଷ୍ଟି କରିଛନ୍ତି ଅନ୍ତେବାସୀ। ଗଂଜାମ ଜିଲ୍ଲା
ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଶାକୁଂଡା, ଲଚ୍ଛିପୁର, ସୁମଣ୍ଡଳର ରେ ଥିବା ସଙ୍ଗରୋଧ କେନ୍ଦ୍ରରେ ସକାଳେ ଯୋଗ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି, ଅନ୍ତେବାସୀ ମାନେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଆନନ୍ଦ ଲାଭ କରୁଛନ୍ତି, ଏହି ଭଳି କାର୍ଯ୍ୟକ୍ରମ ରେ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ସେମାନଙ୍କ ଉତ୍ସାହ ବଢ଼ାଉଥିବା ଦେଖିବାକୁ ମିଳିଛି। ଏହି ବ୍ଲକ ର ଆର୍ଟ ଅଫ ଲିଭିଂ ର ସ୍ବେଛାସେବୀ ଦେବାଶିଷ ମହାରଣା, ଲିପୁନ ଦୋରା ଓ ଖେଳ ଶିକ୍ଷକ ସନ୍ତୋଷ ମଲ୍ଲିକ ଙ୍କ ଦ୍ୱାରା ଅନ୍ତେବାସୀ ମାନେ ନିଜେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଭଜନ ସହିତ ଜ୍ଞାନ ର ଆଦାନ ପ୍ରଦାନ କରୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଂଚଳର ବାସିନ୍ଦା ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆସନ୍ତାକାଲି ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଆସିକା : ଖାରିଆ ଗ୍ରାମରେ ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର ।
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ