ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ବିଧାୟକଙ୍କ ଦ୍ୱାରା ୩ ଟି ପ୍ରକଳ୍ପ ଉଦଘାଟିତ

March 07, 2020, ରାଜନୀତି, ଗଞ୍ଜାମ, ଡ଼ଃ.କୁମୁଦ ଚନ୍ଦ୍ର ବେହେରା


ବିଧାୟକଙ୍କ ଦ୍ୱାରା  ୩ ଟି ପ୍ରକଳ୍ପ ଉଦଘାଟିତ
ଡ଼ଃ.କୁମୁଦ ଚନ୍ଦ୍ର ବେହେରା
[ ଗଞ୍ଜାମ ଜ଼ିଲ୍ଲା ବ୍ୟୁରୋ ମୁଖ୍ୟ ]
DSLR News Bureau
March 07, 2020

ପୋଲସରା, ୦୭/୦୩ (କୁମୁଦ ଚନ୍ଦ୍ର ବେହେରା) :ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ତିନିଟି ପ୍ରକଳ୍ପ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉଦଘାଟନ ହୋଇଥିବା ୩ ଟି ପ୍ରକଳ୍ପ ହେଲା, ଦେଉଳ ପେଢ଼ି ସାହି ଝଙ୍କାରିଆ ଗୋଷ୍ଠୀ କେନ୍ଦ୍ର ଗୃହ ଓ ଆମ ଶୌଚାଳୟ ଏବଂ ଓଇରାଣୀ ବନ୍ଧ ହୁଡା ଗୋଷ୍ଠୀ କେନ୍ଦ୍ର ଗୃହ । ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ପୁର୍ବତନ ନଗର ପାଳ ପ୍ରଫୁଲ କୁମାର ପ୍ରଧାନ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶନ କୁମାର ଦାଶ ଏହି ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ୱାର୍ଡର ବହୁ ଜନସାଧାରଣ ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଣିତରାରେ ଏପ୍ରିଲ ୭ ତାରିଖରେ ପଞ୍ଚୁଦଣ୍ଡ

ମାଣିତରାରେ ଏପ୍ରିଲ ୭ ତାରିଖରେ ପଞ୍ଚୁଦଣ୍ଡ
Read More...

କାବୁଲରେ ରାଜନୈତିକ ସଭା ଚାଲିଥିବାବେଳେ ଆକ୍ରମଣ

କାବୁଲରେ ରାଜନୈତିକ ସଭା ଚାଲିଥିବାବେଳେ ଆକ୍ରମଣ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀରେ ଡଙ୍ଗା ବୁଡି ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ