ଏକ ବିରଳ ମୂହୁର୍ତ୍ତ ଏବଂ ଆରତ୍ମନିର୍ଭର ଭାରତର ଜାଜୁଲ୍ୟମାନ ଉଦାହରଣ : କେନ୍ଦ୍ର ପରିବେଶ ମନ୍ତ୍ରୀ |

ବାଲିଗୁଡା ଏନ୍‌ଏସି ଅଧ୍ୟକ୍ଷା ମମତା ବେହେରା ଅନାସ୍ଥାରେ ପଦ ହରାଇଲେ

February 27, 2020, ରାଜନୀତି, କନ୍ଧମାଳ, DSLR News Bureau


ବାଲିଗୁଡା ଏନ୍‌ଏସି ଅଧ୍ୟକ୍ଷା ମମତା ବେହେରା ଅନାସ୍ଥାରେ ପଦ ହରାଇଲେ
DSLR News Bureau
February 27, 2020

ବାଲିଗୁଡା,୨୭ା୨(ଡ଼ିଏଚ):ବାଲିଗୁଡା ଏନ୍‌ଏସି ଅଧ୍ୟକ୍ଷା ମମତା ବେହେରା ଅନାସ୍ଥାରେ ପଦ ହରାଇଲେ । ବାଲିଗୁଡା ଉପଜିଲାପାଳ ଦେବେନ୍ଦ୍ର ନନ୍ଦ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡଙ୍ଗୀ, ଅତିରିକ୍ତ ଜିଲାପାଳ ହଳଧର ନାୟକ ଓ ବରିଷ୍ଠ କିରାଣି ଅରୁଣ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏନ୍‌ଏସିର ୧୩ କାଉନ୍‌ସିଲରଙ୍କ ମଧ୍ୟରୁ ୧୧ ଜଣ ଉପସ୍ଥିତ ରହି ଭୋଟଦାନରେ ଭାଗ ନେଇଥିଲେ। ଭୋଟ ବାକ୍ସ ଖୋଲିବା ପରେ ମୋଟ ୧୧ଟି ଭୋଟ ଅଧ୍ୟକ୍ଷା ମମତା ବେହେରାଙ୍କ ବିପକ୍ଷରେ ପଡିଥିବା ଜଣାଯାଇଛି ।


୧୩ ଜଣ କାଉନ୍‌ସିଲରଙ୍କ ମଧ୍ୟରୁ ୧୨ନଂ. ୱାର୍ଡ କାଉନ୍‌ସିଲର ଶିରିଶ ପ୍ରଧାନ ଓ ଅଧ୍ୟକ୍ଷା ମମତା ବେହେରା ଅନୁପସ୍ଥିତ ରହିଥିଲେ । ସମସ୍ତେ ଏକାଠିହୋଇ ଅଧ୍ୟକ୍ଷା ହଟାଓ ଅଭିଯାନ ଚଳାଇଥିବାବେଳେ ଏଥିରେ ସଫଳ ହୋଇଛନ୍ତି। ମାତ୍ର ଭୋଟ ସମୟରେ ମମତା ଇକୋର୍ଟରୁ ରହିତାଦେଶ ଆଣି ପଦ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୁବନେଶ୍ବର ଇସ୍କନ ତରଫରୁ ଗ୍ରାମ ଗ୍ରାମ ବୁଲି ହରେ କୃଷ୍ଣ ଉତ୍ସବ ପାଳିତ

ଭୁବନେଶ୍ବର ଇସ୍କନ ତରଫରୁ ଗ୍ରାମ ଗ୍ରାମ ବୁଲି ହରେ କୃଷ୍ଣ ଉତ୍ସବ ପାଳିତ
Read More...

ଅଳିଆ ଗଦାରେ ବୋମା, ଚିକିତ୍ସା ଧୀନ ଗାଈ ଓ ଘୁଷୁରି ମୃତ୍ୟୁ

ଅଳିଆ ଗଦାରେ ବୋମା, ଚିକିତ୍ସା ଧୀନ ଗାଈ ଓ ଘୁଷୁରି ମୃତ୍ୟୁ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :କୋଭିଡ-୧୯ ସମୟରେ ଦେଶରେ ୪୧ ହଜାରରୁ ଊର୍ଦ୍ଧ୍ଵ ଆୟୁଷ୍ମାନ ଭାରତ-ସ୍ଵାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଜରିଆରେ ସାର୍ବଜନୀନ ଓ ବିସ୍ତୃତ ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ