ଇସ୍ପାତ୍ କ୍ଷେତ୍ରରେ ଭାରତ ଓ ଜାପାନର ମିଳିତ ଉଦ୍ୟମ ଦେଶର ଅର୍ଥନୀତିକୁ ସୁଦୃଢ କରିବ - ଧର୍ମେନ୍ଦ୍ର ପ୍ରଧାନ |

ବାଲିଗୁଡ଼ା ; ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ

December 06, 2019, ଓଡ଼ିଶା, କନ୍ଧମାଳ, ସୁରେଶ କୁମାର ପଣ୍ଡା


ବାଲିଗୁଡ଼ା ; ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ
ସୁରେଶ କୁମାର ପଣ୍ଡା
[ ସାମ୍ବାଦଦାତା, କନ୍ଧମାଳ ]
DSLR News Bureau
December 06, 2019

ବାଲିଗୁଡ଼ା, ୬।୧୨;କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ଏହି କାର୍ୟ୍ୟକ୍ରମ କରାଯାଇଛି । ଏହି କାର୍ୟ୍ୟକ୍ରମରେ ୨୦୧୯-୨୦୨୦ର ବ୍ୟୟ ଅଟକଳ କେତେ କରାଯାଇଛି ଓ ୨୦୨୦-୨୦୨୧ପାଇଁ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିବା ସହ କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କ ଶହେ ଦିନର କାମ ହେବ ସେ ନେଇକି ମଧ୍ୟ ଆଲୋଚନା ହୋଇଥିଲା । ଏହି କାର୍ୟ୍ୟକ୍ରମରେ କନ୍ଧମାଳ ଜିଲ୍ଲା ୧୬ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଦିଗାଲ, ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ପ୍ରକଳ୍ପ ଅଫିସର ରାଜେଶ ସାହୁ, ବଡ଼ବାବୁ ଦେବନାଥ ପ୍ରଧାନ ରୂପକ ପ୍ରଧାନ,ସୋସିଆଲ ଅଡିଟର ଆକାଉଣ୍ଟଟେଣ୍ଟ, ସମସ୍ତ ପଞ୍ଚାୟତ ସରପଞ୍ଚ, ସମସ୍ତ ରୋଜଗାର ସେବକ, ଏନଆରଜିଏସ କମ୍ପୁଟର ଅପରେଟର ଅଭିଜିତ ପ୍ରଧାନ ଓ ସୌରଭ ପଣ୍ଡା ଉପସ୍ଥିତ ରହିବା ସହ ପଞ୍ଚାୟତର ସମସ୍ତ ଜନସାଧାରଣ ଯୋଗଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତୁମୁଡିବନ୍ଧ ; ବ୍ଲକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ

ତୁମୁଡିବନ୍ଧ ; ବ୍ଲକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ
Read More...

କନ୍ଧମାଳ ଜିଲ୍ଲା ; ଖ୍ରୀଷ୍ଟ ଜନ୍ମ ଉତ୍ସବ ପାଳନ

କନ୍ଧମାଳ ଜିଲ୍ଲା ; ଖ୍ରୀଷ୍ଟ ଜନ୍ମ ଉତ୍ସବ ପାଳନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୧ତମ ଜନ୍ମ ଶ୍ରାଦ୍ଧବାର୍ଷିକୀ ପାଳିତ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ