PM to interact with students, teachers and parents at “Pariksha Pe Charcha 2020” |

କନ୍ଧମାଳ ଜିଲ୍ଲା ; ଖ୍ରୀଷ୍ଟ ଜନ୍ମ ଉତ୍ସବ ପାଳନ

December 06, 2019, ଧର୍ମ, କନ୍ଧମାଳ, ସୁରେଶ କୁମାର ପଣ୍ଡା


କନ୍ଧମାଳ ଜିଲ୍ଲା ; ଖ୍ରୀଷ୍ଟ ଜନ୍ମ ଉତ୍ସବ ପାଳନ
ସୁରେଶ କୁମାର ପଣ୍ଡା
[ ସାମ୍ବାଦଦାତା କନ୍ଧମାଳ ]
DSLR News Bureau
December 06, 2019

କୋଟଗଡ଼, ୬/୧୨: କନ୍ଧମାଳ ଜିଲ୍ଲାରେ ଏକ ମହାସଭା ଆୟୋଜନ କରାଯାଇଥିଲା ଓ ସେଥିରେ ଖ୍ରୀଷ୍ଟ ଜନ୍ମ ଉତ୍ସବ ପାଳନ କରାଯାଇଥିଲା l ସେଥିରେ ବାଲିଗୁଡା ବ୍ଲକ, ତୁମୁଡିବନ୍ଧ ବ୍ଲକ ଓ କୋଟଗଡ ବ୍ଲକ ର ବୁଦ୍ଧି ଯିବି ଓ ମା ଭଉଣୀ ମାନେ ଯୋଗ ଦେଇଥିଲେ l ସେଥିରେ ସୁଦୂର ରାୟପୁର ରୁ ରି ବାଇବେଲ ସ୍ରଷ୍ଟା ଶ୍ରୀ କିଶୋର ଚନ୍ଦ୍ର ଦିଗାଲ ଖ୍ରୀଷ୍ଟ ଧର୍ମ ବିଷୟରେ ବୁଝାଇଥିଲେ ଓ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଏକ୍ସ M.L.A ରାଜୀବ ପାତ୍ର, ମୋନଜ ସାବତ I.I.C ଶ୍ରୀ ହରମୋହନ ନାୟକ B.D.O କୈଳାଶ ଚନ୍ଦ୍ର ମୁର୍ମୁ, ତହସିଲଦାର ଲକ୍ଷ୍ମଣ ଚରଣ ସୁରେନ ସରପଞ୍ଚ ଶ୍ୱେତନିଲା ସୁକାମାଝି ନୁରଦୁ ସୁକାମାଝି GVS ପାନ୍ତୁଲୁ ରାଓ (ଭାଇସ ଚୟାର ମ୍ୟାନ ) ଓ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଏହି ମହାସଭା ଟିକୁ ଆୟୋଜନ କରିଥିଲେ ଓ ସନ୍ଧ୍ୟା ରେ କେକ୍ କାଟିବା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲିଗୁଡ଼ା ; ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ

ବାଲିଗୁଡ଼ା ; ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ
Read More...

ପୋଡ଼ାମାରି କଲେଜରେ ବାର୍ଷିକ କ୍ରୀଡା

ପୋଡ଼ାମାରି କଲେଜରେ ବାର୍ଷିକ କ୍ରୀଡା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ