PM to interact with students, teachers and parents at “Pariksha Pe Charcha 2020” |

ବିଏସଏଫ ପ୍ରତିଷ୍ଠା ଦିବସରେ ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

December 03, 2019, National (ଜାତୀୟ) , , DSLR News Bureau


ବିଏସଏଫ ପ୍ରତିଷ୍ଠା ଦିବସରେ ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
DSLR News Bureau
December 03, 2019

ନୂଆଦିଲ୍ଲୀ, ୨/୧୨; ବିଏସଏଫର ପ୍ରତିଷ୍ଠା ଦିବସ ଅବସରରେ ଯବାନ ଏବଂ ସେମାନଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ବିଏସଏଫ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ଯବାନ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା । ଏହି ବାହିନୀ ତତ୍ପରତାପୂର୍ବକ ଆମ ସୀମାକୁ ସୁରକ୍ଷା ଦେଇଚାଲିଛି । ପ୍ରାକୃତିକ ବିପର୍ଯ୍ୟୟ ଓ ସଂକଟପୂର୍ଣ୍ଣ ପରିସ୍ଥିତିରେ ବିଏସଏଫ ଯବାନମାନେ ଆମ ନାଗରିକମାନଙ୍କ ସୁରକ୍ଷା ଲାଗି କଠିନ ପରିଶ୍ରମ କରିଥାନ୍ତି । ବିଏସଏଫ ପରିବାରକୁ ଶୁଭକାମନା!”




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଟଗଡ ସରକାରୀ ମେଡିକାଲରେ ରକ୍ତ ଦାନ ଶିବିର ଅନୁଷ୍ଠିତ

କୋଟଗଡ ସରକାରୀ ମେଡିକାଲରେ ରକ୍ତ ଦାନ ଶିବିର ଅନୁଷ୍ଠିତ
Read More...

ନାଗାଲାଣ୍ଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନାଗାଲାଣ୍ଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ବାଲିଗୁଡ଼ା ଅବକାରୀ ଓ ପୋଲିସଙ୍କ ମିଳିତ ଚଢ଼ାଉରେ ୧୮କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ