PM to interact with students, teachers and parents at “Pariksha Pe Charcha 2020” |

ନାଗାଲାଣ୍ଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

December 03, 2019, National (ଜାତୀୟ) , , DSLR News Bureau


ନାଗାଲାଣ୍ଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
DSLR News Bureau
December 03, 2019

Representational picture


ନୂଆଦିଲ୍ଲୀ, ୨/୧୨ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି“ନାଗାଲାଣ୍ଡର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା । ଏହି ରାଜ୍ୟ ନିଜର ମହାନ ସଂସ୍କୃତି ପାଇଁ ପରିଚିତ । ନାଗାଲାଣ୍ଡର ଲୋକମାନେ ସହାନୁଭୂତିଶୀଳ ଏବଂ ସାହସୀ । ଆଗାମୀ ଦିନରେ ନାଗାଲାଣ୍ଡ ପ୍ରଗତିର ଶିଖର ଛୁଇଁବ ବୋଲି ଆଶା”।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଏସଏଫ ପ୍ରତିଷ୍ଠା ଦିବସରେ ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ବିଏସଏଫ ପ୍ରତିଷ୍ଠା ଦିବସରେ ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Read More...

ଗତ ୬ ମାସ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ୧୩୦ କୋଟି ଭାରତୀୟଙ୍କୁ ସଶକ୍ତ କରିଛି : ପ୍ରଧାନମନ୍ତ୍ରୀ

ଗତ ୬ ମାସ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ୧୩୦ କୋଟି ଭାରତୀୟଙ୍କୁ ସଶକ୍ତ କରିଛି : ପ୍ରଧାନମନ୍ତ୍ରୀ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ବାଲିଗୁଡା: ପାଟଖଣ୍ଡା ପବ୍ଲିକ ସ୍କୁଲ ତରଫରୁ ଆଦିବାସୀ ସାଂସ୍କୃତିକ ଉପରେ ନୃତ୍ୟ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ