ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ବିଜୟା ଦଶମୀ ଉତ୍ସବମୁଖର ଗଂଜାମ ଜ଼ିଲ୍ଲା

October 09, 2019, ଧର୍ମ, ଗଞ୍ଜାମ, ବିଜୟ କୁମାର ଗୌଡ


ବିଜୟା ଦଶମୀ ଉତ୍ସବମୁଖର ଗଂଜାମ ଜ଼ିଲ୍ଲା
ବିଜୟ କୁମାର ଗୌଡ
[ ସାମ୍ବାଦଦାତା ]
DSLR News Bureau
October 09, 2019

ମା' ଦୁର୍ଗା


ବ୍ରହ୍ମପୁର : ମା' ଦୁର୍ଗାଙ୍କ ବିଜୟା ଦଶମୀ ଉପଲକ୍ଷେ ଉତ୍ସବମୁଖର ଚଳ ଚଞ୍ଚଳ ହୋଇ ଉଠୁଛି ଗଂଜାମ ଜ଼ିଲ୍ଲାରେ ଏବଂ ସହର, ଏପଟେ ଜଗତ ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ପୂଜା ଆରାଧନା ଚାଲିଥିବା ବେଳେ ଆରପଟେ ଭଜନ ସମାରୋହ, ସଂସ୍କୃତିକ କାଯ୍ୟକ୍ରମ ପରିବେଶକୁ ଆହୁରି ରଙ୍ଗୀନ ଓ ମନ ମୁଗ୍ଧକର କରି ଦେଉଛି l କେତେକ ସପ୍ତମୀଠାରୁ ଦଶମୀ ପୂଜା କରନ୍ତି। ଶାରଦୀୟ ପୂଜା ଅବରସରେ ସମସ୍ତ ଦେବୀପୀଠ ଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସନ୍ଧ୍ୟା ହେଲେ ବିଭିନ୍ନ ରଙ୍ଗିନ ଆଲୋକମାଳାରେ ସଜ୍ଜା ଯାଇଥିଲା I ବିଜୟା ଦଶମୀରେ ମାଁଙ୍କ ଦର୍ଶନ ପାଇଁ ବିଭିନ୍ନ ପୁଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଜାପିତା ବ୍ରହ୍ମl କୁମାରୀ ପକ୍ଷରୁ ନିଶା ମୁକ୍ତ ଅଭିଯାନ

ପ୍ରଜାପିତା ବ୍ରହ୍ମl କୁମାରୀ ପକ୍ଷରୁ ନିଶା ମୁକ୍ତ ଅଭିଯାନ
Read More...

Raksha Mantri Shri Rajnath Singh holds talks with President of French Republic, Mr Emmanuel Macron in Paris  The two leaders review bilateral defence partnership

Raksha Mantri Shri Rajnath Singh holds talks with President of French Republic, Mr Emmanuel Macron in Paris The two leaders review bilateral defence partnership
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :Shri Narendra Modi condoles the passing away of Shri Manohar Parrikar
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ