ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ବିନିମୟ ବୁଝାମଣା; ରାଜିନାମାର ତାଲିକା

October 09, 2019, (National) ଜାତୀୟ , , DSLR News Bureau


ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ବିନିମୟ ବୁଝାମଣା; ରାଜିନାମାର ତାଲିକା
DSLR News Bureau
October 09, 2019





















































କ୍ରମିକ ସଂଖ୍ୟା




ବୁଝାମଣା / ରାଜିନାମା / ଚୁକ୍ତିର ନାମ




ବାଂଲାଦେଶ ପକ୍ଷରୁ




ଭାରତ ପକ୍ଷରୁ




1.




ଚଟ୍ଟୋଗ୍ରାମ ଏବଂ ମୋଙ୍ଗଲା ବନ୍ଦରର ବ୍ୟବହାର ଲାଗି ସାଧାରଣ ପରିଚାଳନା ପଦ୍ଧତି ମାନକ




ଭାରତରେ ଅବସ୍ଥାପିତ ବାଂଲାଦେଶ ଉଚ୍ଚାୟୁକ୍ତ ମହାମାନ୍ୟ ମିଷ୍ଟର ସୟେଦ ମୁୟାଜେମ ଅଲି




ଜାହାଜ ଚଳାଚଳ ମନ୍ତ୍ରଣାଳୟ ସଚିବ ଶ୍ରୀ ଗୋପାଲ କ୍ରୀଷ୍ଣା




2.




ତ୍ରିପୁରାର ସବରୁମ ସହର ଲାଗି ପାନୀୟ ଜଳ ଯୋଗାଣ ଯୋଜନା ନିମନ୍ତେ ଭାରତ ପକ୍ଷରୁ ଫେନୀ ନଦୀରୁ 1.82 କ୍ୟୁସେକ ଜଳ ଉତ୍ତୋଳନ ବୁଝାମଣା




ଜଳସଂପଦ ମନ୍ତ୍ରଣାଳୟ ସଚିବ ମିଷ୍ଟର କବୀର ବିନ ଅନୱାର




ଜଳସଂପଦ ମନ୍ତ୍ରଣାଳୟ ସଚିବ ଶ୍ରୀ ଉପେନ୍ଦ୍ର ପ୍ରସାଦ ସିଂହ




3.




ଭାରତ ସରକାରଙ୍କ ପକ୍ଷରୁ ବାଂଲାଦେଶକୁ ଋଣ ସହାୟତା ପ୍ରଦାନ ରାଜିନାମା




ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ସମ୍ପର୍କ ବିଭାଗର ଯୁଗ୍ମ-ସଚିବ ମହମ୍ମଦ ଶାହରିଆର କାଦିର ସିଦ୍ଦିକି




ବାଂଲାଦେଶରେ ଅବସ୍ଥାପିତ ଭାରତ ଉଚ୍ଚାୟୁକ୍ତ ଶ୍ରୀମତୀ ରିଭା ଗାଙ୍ଗୁଲି ଦାସ




4.




ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟ ଏବଂ ଢାକା ବିଶ୍ଵବିଦ୍ୟାଳୟ ମଧ୍ୟରେ ବୁଝାମଣା




ଢାକା ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡଃ ମହମ୍ମଦ ଅଖତେରୁଜମାନ




ବାଂଲାଦେଶରେ ଅବସ୍ଥାପିତ ଭାରତ ଉଚ୍ଚାୟୁକ୍ତ ଶ୍ରୀମତୀ ରିଭା ଗାଙ୍ଗୁଲି ଦାସ




5.




ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ନବୀକରଣ




ସଂସ୍କୃତି ବ୍ୟାପାର ମନ୍ତ୍ରଣାଳୟ ସଚିବ ଡଃ ଅବୁ ହେନା ମୁସ୍ତାଫା କମଲ




ବାଂଲାଦେଶରେ ଅବସ୍ଥାପିତ ଭାରତ ଉଚ୍ଚାୟୁକ୍ତ ଶ୍ରୀମତୀ ରିଭା ଗାଙ୍ଗୁଲି ଦାସ




6.




ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା




ଯୁବ ଏବଂ କ୍ରୀଡା ସଚିବ ମହମ୍ମଦ ଅଖତାର ହୁସେନ




ବାଂଲାଦେଶରେ ଅବସ୍ଥାପିତ ଭାରତ ଉଚ୍ଚାୟୁକ୍ତ ଶ୍ରୀମତୀ ରିଭା ଗାଙ୍ଗୁଲି ଦାସ




7.




ଉପକୂଳ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବା ଲାଗି ବୁଝାମଣା




ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ବରିଷ୍ଠ ସଚିବ ମିଷ୍ଟର ମୁସ୍ତାଫା କମଲ ଉଦ୍ଦୀନ




ବାଂଲାଦେଶରେ ଅବସ୍ଥାପିତ ଭାରତ ଉଚ୍ଚାୟୁକ୍ତ ଶ୍ରୀମତୀ ରିଭା ଗାଙ୍ଗୁଲି ଦାସ





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
Raksha Mantri Rajnath Singh says strong cooperation between India and France will continue to grow and contribute to global peace, prosperity and environmental sustainability.

Raksha Mantri Rajnath Singh says strong cooperation between India and France will continue to grow and contribute to global peace, prosperity and environmental sustainability.
Read More...

PM greets nation on the occasion of Vijayadashmi

PM greets nation on the occasion of Vijayadashmi
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :President of India pays floral tributes to Dr A. P. J. Abdul kalam on his Birth Anniversary
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ