ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି |

ଦାରିଙ୍ଗବାଡି ଥାନାରେ ମା ଦୁର୍ଗାଙ୍କୁ ପୁରୁଣା ଐତିହରେ ପୂଜାର୍ଚନା

October 08, 2019, ଧର୍ମ, କନ୍ଧମାଳ, ପ୍ରିୟରଞ୍ଜନ ନାୟକ


ଦାରିଙ୍ଗବାଡି ଥାନାରେ ମା ଦୁର୍ଗାଙ୍କୁ ପୁରୁଣା ଐତିହରେ ପୂଜାର୍ଚନା
ପ୍ରିୟରଞ୍ଜନ ନାୟକ
[ ସମ୍ବାଦଦାତା, ଦାରିଙ୍ଗବାଡି ]
DSLR News Bureau
October 08, 2019

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନାରେ ମା ଦୁର୍ଗାପୂଜା କରାଯାଇଛି I ଏହି ପୂଜା ବହୁ ବର୍ଷ ପୂର୍ବରୁ ଏମିତି ପୂଜା କରାଯାଏ ତାହା ଶୁଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଗ୍ରୀନବାଡ଼ି ଗ୍ରାମର ପୂଜାକମିଟି ମା ଠାକୁରାଣୀ ମନ୍ଦିର ଠାରୁ ଯୋଗାଡ଼ ବାହାର କରି ଦାରିଙ୍ଗବାଡି ଥାନା ପର୍ଯ୍ୟନ୍ତ ଆସିଥାନ୍ତି ତାପରେ ଯାଇ ଥାନାରେ ପୂଜା ଆରମ୍ଭ ହୁଏ ଏମିତି ବହୁବର୍ଷ ହେଲା ଚାଲିଛି ଏହି ପୂଜା ଦେଖିବାକୁ ବହୁ ଜନସାଧାରଣଙ୍କ ଭିଡ଼ ଜମିଥିଲା I ଏହି ଯୋଗାଡ଼ ବାହାରିବା ସମୟରେ ଗ୍ରାମର ସଭାପତି ପ୍ରତାପ ଚନ୍ଦ୍ର ନାୟକ, ଉପସଭାପତି ଗୋପାଳ ନାୟକ, ଓ ଥାନା ଅଧିକାରୀ କୌଶିକ ମାଝୀ ପୂଜା ଆରମ୍ଭ ହୋଇଥିଲା ବୁଲୁ ତ୍ରିପାଠୀ ପୁରୋହିତ କାମ କରିଥିଲେ I




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
PM salutes air warriors and their families on Air Force Day

PM salutes air warriors and their families on Air Force Day
Read More...

ଦୁର୍ଗା ପୂଜା ବିଜୟର ନିଦର୍ଶନ

ଦୁର୍ଗା ପୂଜା ବିଜୟର ନିଦର୍ଶନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଆଦର୍ଶ ବିଦ୍ୟାଳୟରେ +୨ ବିଜ୍ଞାନ ଶ୍ରେଣୀ ଆରମ୍ଭ,ଓ ଚାରା ରୋପଣ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ