ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ସୁଡ୍ରା ଗ୍ରାମରେ ବିଜେଡି ତରଫରୁ ସଭ୍ୟ ସଂଗ୍ରହ ଓ ଜନ ସମ୍ପର୍କ ପଦଯାତ୍ରା

October 08, 2019, ରାଜନୀତି, କନ୍ଧମାଳ, ସୁରେଶ କୁମାର ପଣ୍ଡା


ସୁଡ୍ରା ଗ୍ରାମରେ ବିଜେଡି ତରଫରୁ ସଭ୍ୟ ସଂଗ୍ରହ ଓ ଜନ ସମ୍ପର୍କ ପଦଯାତ୍ରା
ସୁରେଶ କୁମାର ପଣ୍ଡା
[ ସାମ୍ବାଦଦାତା, କନ୍ଧମାଳ ଜିଲ୍ଲା ]
DSLR News Bureau
October 08, 2019

କନ୍ଧମାଳ: ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମରେ ବିଜୁ ଜନତା ଦଳ ତରଫରୁ ନୂତନ ସଭ୍ୟ ଓ ଜନ ସମ୍ପର୍କ ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରା ସୁଡ୍ରା ହାଇସ୍କୁଲ ଠାରୁ ପାଟଖଣ୍ଡା ମନ୍ଦିର ପର୍ୟ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ହୋଇଥିଲା । ଏହା ପରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ବୈଠକରେ ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କହଁର, ବାଲିଗୁଡା ବ୍ଲକ ସଭାପତି ଟୁନା ଦାଶ, ବାଲିଗୁଡା ନଗର ଉପଧକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡା ବ୍ଲକ ଉପସଭାପତି ବିଜେଶ୍ୱର ମଳିକ, ବାଲିଗୁଡା ବ୍ଲକର ପୁର୍ବତନ ଅଧକ୍ଷା ନନ୍ଦିନୀ ମଳିକ, ବାରଖମା ପୂର୍ବତନ ସରପଞ୍ଚ ନୀଳାମ୍ବର ପାତ୍ର, ସୁଡ୍ରା ସରପଞ୍ଚ ନରସିଂହ ମଳିକ, ସୁଡ୍ରା ପଞ୍ଚାୟତ ସଭାପତି ଟୁନା ସାହୁ, ବରିଷ୍ଠ ବିଜେଡି ନେତା ପ୍ରକାଶ ଚନ୍ଦ୍ର ନାୟକ, ବାଲିଗୁଡା ଯୁବ ସଭାପତି ରଞ୍ଜନ କୁମାର ନାୟକ ବହୁ ବରିଷ୍ଠ ବିଜେଡି କର୍ମୀ ସହ ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ । ଏହି ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଜନା ସବୁ ଗାଁ ଗାଁରେ ଲୋକଙ୍କୁ ବୁଝାଇ ବିଜୁ ପରିବାରରେ ଯୋଗଦେବା ନେଇ ଆଲୋଚନା ହୋଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦାରିଙ୍ଗବାଡିରେ ମା ଦୁର୍ଗାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼

ଦାରିଙ୍ଗବାଡିରେ ମା ଦୁର୍ଗାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼
Read More...

୫୧ବର୍ଷ ପୂର୍ତ୍ତିଅବସରରେ ବାଲିଗୁଡା ଦୁର୍ଗା ପୂଜା ଉପଲକ୍ଷେ ; ଜମ୍ପ ଏଣ୍ଡ ଜିବେ ଡ୍ୟାନ୍ସ ପ୍ରତିଯୋଗିତା

୫୧ବର୍ଷ ପୂର୍ତ୍ତିଅବସରରେ ବାଲିଗୁଡା ଦୁର୍ଗା ପୂଜା ଉପଲକ୍ଷେ ; ଜମ୍ପ ଏଣ୍ଡ ଜିବେ ଡ୍ୟାନ୍ସ ପ୍ରତିଯୋଗିତା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଆସିକା:ସତ୍ୟ ସାଇବାବାଙ୍କ ୯୩ ତମ ଜନ୍ମ ଦିବସ ପାଳିତ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ