ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ଜଗତ ଜନନୀ ମାଁ ଦୁର୍ଗା ପୂଜା ଉପଲକ୍ଷେ ଚଳଚଞ୍ଚଳ ବାଲିଗୁଡା ସହର

October 07, 2019, ଧର୍ମ, କନ୍ଧମାଳ, ସୁରେଶ କୁମାର ପଣ୍ଡା


ଜଗତ ଜନନୀ ମାଁ ଦୁର୍ଗା ପୂଜା ଉପଲକ୍ଷେ ଚଳଚଞ୍ଚଳ ବାଲିଗୁଡା ସହର
ସୁରେଶ କୁମାର ପଣ୍ଡା
[ ସାମ୍ବାଦଦାତା, କନ୍ଧମାଳ ଜିଲ୍ଲା ]
DSLR News Bureau
October 07, 2019

“ଯାʼ ଦେବୀ ସର୍ବ ଭୂତେଷୁ,
ଶକ୍ତି ରୂପେଣଂ ସଂସ୍ଥିତା,,
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ॥”


ବାଲିଗୁଡା : ମା' ଦୁର୍ଗାଙ୍କ ପୂଜା ଉପଲକ୍ଷେ ଚଳ ଚଞ୍ଚଳ ହୋଇ ଉଠୁଛି ବାଲିଗୁଡା ସହର, ଏପଟେ ଜଗତ ଜନନୀ ମା ଦୁର୍ଗାଙ୍କର ପୂଜା ଆରାଧନା ଚାଲିଥିବା ବେଳେ ଆରପଟେ ରଂଗା ରଙ୍ଗ ସଂସ୍କୃତିକ କାଯ୍ୟକ୍ରମ ପରିବେଶକୁ ଆହୁରି ରଙ୍ଗୀନ ଓ ମନ ମୁଗ୍ଧକର କରି ଦେଉଛି l ବାଲିଗୁଡା କୋଳି ଛକ ଠାରେ ଜିଲ୍ଲା ସ୍ତରୀୟ ଡ୍ୟାନ୍ସ ପ୍ରତିଯୋଗିତା କରାଯାଇଥିଲା I ଏହି ପ୍ରତିଯୋଗିତାରେ କୁନି କୁନି ଛାତ୍ର ଛାତ୍ରୀ ଭାଗନେଇଥିଲେ l ଏହି ପ୍ରତିଯୋଗିତାରେ ଅନେକ ଆକର୍ଷଣୀୟ ପ୍ରତିଭା ଦେଖିବାକୁ ମିଳିଥିଲା l ଏହି ପ୍ରତିଯୋଗିତାରେ ବାଲିଗୁଡା ଏନଏସି ଅଧକ୍ଷା ମମତା ବେହେରା, ଏନଏସି ଉପଧକ୍ଷ ତଥା ଦୁର୍ଗାପୂଜା କମିଟିର ସଭାପତି ଲୋକନାଥ ପାଢ଼ୀ, ସମ୍ପାଦକ ଶ୍ରୀନିବାସ ପାତ୍ର, ପୂର୍ବତନ ସଭାପତି ଆଦିକନ୍ଦ ମହାରଣା, ଉପଦେଷ୍ଟା ସାବତ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବାଲିଗୁଡା ଇଲେକ୍ଟ୍ରି ଅଫିସ ତରଫରୁ ମଧ୍ୟ୍ୟ ଦୁର୍ଗା ପୂଜା ପାଳନ କରାଯାଇଛି । ଏଠାରେ ମଧ୍ୟ୍ୟ ମା ଦୁର୍ଗା ଦର୍ଶନ ପାଇଁ ବହୁତ ଲୋକ ଭିଡ଼ ହୋଇଥିବାର ଦେଖିବାକୁ ମିଳିଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୬ ଜଣ ଜୁଆଡି ଗିରଫ

ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୬ ଜଣ ଜୁଆଡି ଗିରଫ
Read More...

ଶେରଗଡ଼ ସାହିତ୍ୟ ସଂସଦ ତରଫରୁ ଏକ ଶାରଦୀୟ ଆସର ଅନୁଷ୍ଠିତ

ଶେରଗଡ଼ ସାହିତ୍ୟ ସଂସଦ ତରଫରୁ ଏକ ଶାରଦୀୟ ଆସର ଅନୁଷ୍ଠିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ସାତକୁଟିଣୀ ପଞ୍ଝାୟତରେ ଉତ୍କଳ ଗ୍ରାମଣୀ ବ୍ୟାଙ୍କ୍ ତରଫରୁ ଗ୍ରାହକ ସେବା କେନ୍ଦ୍ର ଆରମ୍ଭ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ