ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ଦୁର୍ଗା ପୂଜା ଉପଲକ୍ଷେ ବାଲିଗୁଡା ନୁଆସାହିରେ ଡ୍ୟାନ୍ସ ପ୍ରତିଯୋଗିତା

October 06, 2019, ଜୀବନଶୈଳୀ, କନ୍ଧମାଳ, ସୁରେଶ କୁମାର ପଣ୍ଡା


ଦୁର୍ଗା ପୂଜା ଉପଲକ୍ଷେ ବାଲିଗୁଡା ନୁଆସାହିରେ ଡ୍ୟାନ୍ସ ପ୍ରତିଯୋଗିତା
ସୁରେଶ କୁମାର ପଣ୍ଡା
[ ସାମ୍ବାଦଦାତା, କନ୍ଧମାଳ ଜିଲ୍ଲା ]
DSLR News Bureau
October 06, 2019

କନ୍ଧମାଳ, (ସୁରେଶ କୁମାର ପଣ୍ଡା) :


ବାଲିଗୁଡା ନୁଆସାହିରେ ଦୁର୍ଗା ପୂଜା ଉପଲକ୍ଷେ ଡ୍ୟାନ୍ସ ପ୍ରତିଯୋଗିତା କରାଯାଇଥିଲା ଏହି ପ୍ରତି ଯୋଗୀତାରେ ବାଲିଗୁଡା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଯୋଗଦେଇଥିଲେ I କମିଟି ସମସ୍ତ ସଭ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ ଏହି ଡ୍ୟାନ୍ସ ପ୍ରତିଯୋଗିତାରେ କୁନି କୁନି ଛାତ୍ରଛାତ୍ରୀ ଭାଗ ନେଇଥିଲେ ପ୍ରତିଯୋଗିତାରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ପୁରସ୍କାର ବିତରଣ କରାଯାଇଥିଲା I ଏହି ଡ୍ୟାନ୍ସ ପୋଗ୍ରାମ କୁ ସହରର ଜନସଧାରଣ ଉପଭୋଗ କରିଥିଲେ I





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କନ୍ଧମାଳରେ ଏକ ଅଦ୍ଧଭୁତ ଧରଣର ଗାଈ ଛୁଆ ଜନ୍ମ

କନ୍ଧମାଳରେ ଏକ ଅଦ୍ଧଭୁତ ଧରଣର ଗାଈ ଛୁଆ ଜନ୍ମ
Read More...

ମା' ଦୁର୍ଗାଙ୍କ ଶାରଦୀୟ ନବରାତ୍ରି ଉତ୍ସବ ପାଳିତ

ମା' ଦୁର୍ଗାଙ୍କ ଶାରଦୀୟ ନବରାତ୍ରି ଉତ୍ସବ ପାଳିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଆସିକା ଚିନିଶିଳ୍ପ ଠାରେ ଆଖୁପେଢା ପାଇଁ ବ୍ରୟଲରରେ ଅଗ୍ନି ସଂଯୋଗ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ