ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ହଜି ଯାଇଛି ଜୀବନ…

October 05, 2019, (National) ଜାତୀୟ , ଗଞ୍ଜାମ, DSLR News Bureau


ହଜି ଯାଇଛି ଜୀବନ…
DSLR News Bureau
October 05, 2019

ବ୍ରହ୍ମପୁର, ୫/୧୦(ଗୁରୁ ପ୍ରସାଦ):ବ୍ରହ୍ମପୁରର ବନ ବିଭାଗ ଅଫିସ ସାମ୍ନାରେ (ଗୋଟିଏ ପଶୁ) ଏହି କୁକୁରଟି ରୋଗିଣା ଅବସ୍ଥାରେ ପଡ଼ିରହିଛି କିନ୍ତୁ କାହାର ବି ନଜର ପଡୁନୀ ଏହାକୁ ଲୋକେ ଦେଖି ମଧ୍ୟ ତାକୁ କିଛି ସାହାଯ୍ୟ କରିବା ପରିବର୍ତ୍ତେ ଗୋଇଠା ମାରି ଚାଲିଯାଉଛନ୍ତି ।ଯେତେବେଳେ ଏହି କୁକୁର (ଗୋଟିଏ ପଶୁ)ହୋଇ ମଧ୍ୟ ଭଲ ଥାଏ ସେତେବେଳେ ଆମକୁ ବିଭିନ୍ନ ପ୍ରକାର ସାହାଯ୍ୟ କରିଥାଏ । କିନ୍ତୁ ଆଜିର ଏହି ଯୁଗରେ ମନ୍ୟୁଷର ସାଧାରଣ ଚିନ୍ତାଧାରା ନାହିଁ । ଧନ୍ୟ ସେହି ମଣିଷ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
President of India’s Greetings on the Eve of Durga Puja

President of India’s Greetings on the Eve of Durga Puja
Read More...

Goa Maritime Conclave– 2019 Inaugurated

Goa Maritime Conclave– 2019 Inaugurated
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଆସିକା : ଚାଟୁଳା ଗ୍ରାମରେ ମଙ୍ଗଳ କାମନା ପାଇଁ ମାନସିକାଧାରୀଙ୍କ ଦ୍ୱାରା ବ୍ରାହ୍ମଣ ଭୋଜନ କାର୍ଯ୍ୟକ୍ରମ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ