ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ଦୁଇ ଦିନିଆ ବ୍ୟାଙ୍କ୍ ଗ୍ରାହକ ମେଳା

October 05, 2019, ବିଶେଷ, ଗଜପତି, ପ୍ରଭାତ କୁମାର ପାତ୍ର


ଦୁଇ ଦିନିଆ ବ୍ୟାଙ୍କ୍ ଗ୍ରାହକ ମେଳା
ପ୍ରଭାତ କୁମାର ପାତ୍ର
[ ସାମ୍ବାଦଦାତା, ଗଜପତି ଜିଲ୍ଲା ]
DSLR News Bureau
October 05, 2019

ପାରଳାଖେମୁଣ୍ଡି, (ପ୍ରଭାତ କୁମାର ପାତ୍ର) :


ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ବ୍ୟାଙ୍କ୍ ଗ୍ରାହକ ମେଳା ଅନୁଷ୍ଠିତ ହେବ । ଏଥିରେ ସମସ୍ତ ବ୍ୟାଙ୍କ୍ ସାମିଲ ହୋଇ ଗ୍ରାହକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବେ ବୋଲି ଗତ କାଲି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଡିସିସି ଭୁବନେଶ୍ୱର ନାୟକ। ଏହା ସହ ଗଜପତି ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କ୍ ପକ୍ଷରୁ ପ୍ରଦାନ କରାଯାଇଥିବା ଋଣ ହାର ବହୁତ କମ ରହିଛି ତେଣୁ ଅଧିକାରୀ ଅଧିକ ସାହାୟତା ହେବ ବୋଲି ସୂଚନା ଦେଇଛନ୍ତି। ମେଳାରେ ବିଭିନ୍ନ ସ୍ଥାନରୁ ଆସିବାକୁ ଥିବା ଗ୍ରାହକଙ୍କୁ ଉଚିତ ସେବା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟାଙ୍କ୍ କର୍ମଚାରୀ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆନ୍ଦ୍ର ବ୍ୟାଙ୍କ୍ ସାଧାରଣ ପରିଚାଳକ ରମାକାନ୍ତ ପ୍ରଧାନ ଏବଂ ଲିଡ୍ ବ୍ୟାଙ୍କ ମେନେଜର କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଦିନିଆ ବ୍ୟାଙ୍କ୍ ଗ୍ରାହକ ଋଣ ମେଳା ଅନୁଷ୍ଠିତ

ଦୁଇ ଦିନିଆ ବ୍ୟାଙ୍କ୍ ଗ୍ରାହକ ଋଣ ମେଳା ଅନୁଷ୍ଠିତ
Read More...

ଦକ୍ଷତା ବିକାଶ ଯୋଜନା କର୍ମଶାଳା ଉଦଯାପିତ

ଦକ୍ଷତା ବିକାଶ ଯୋଜନା କର୍ମଶାଳା ଉଦଯାପିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :President of India graces the 51st Foundation Day of the Institute of Company Secretaries of India, says an Efficient, Fair and just corporate governance system is a key component of our Nation-Building
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ