ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

କେ.ନୂଆଗାଁ ବ୍ଲକରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା

October 05, 2019, ରାଜନୀତି, କନ୍ଧମାଳ, ସୁରେଶ କୁମାର ପଣ୍ଡା


କେ.ନୂଆଗାଁ ବ୍ଲକରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା
ସୁରେଶ କୁମାର ପଣ୍ଡା
[ ସାମ୍ବାଦଦାତା, କନ୍ଧମାଳ ଜିଲ୍ଲା ]
DSLR News Bureau
October 05, 2019

କନ୍ଧମାଳ, (ସୁରେଶ କୁମାର ପଣ୍ଡା) : କେ.ନୂଆଗାଁ ବ୍ଲକରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା କରାଯାଇଥିଲା I ଏହି ପଦଯାତ୍ରା କଂଜାମେଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପଡ଼ିଆ ପର୍ଯ୍ୟନ୍ତ ବିରାଟ ବଡ଼ ଶୋଭାଯାତ୍ରା ହୋଇଥିବା ସହ ଏକ ବୈଠକ ହୋଇଥିଲା I ଏହି ବୈଠକରେ ମିଶ୍ରଣ ପର୍ବ ମଧ୍ୟ କରାଯାଇଥିଲା I ଏହି ମିଶ୍ରଣରେ ବିଜେପି ଓ କଂଗ୍ରେସର ସମିତି ସଭ୍ୟ ବିଜେଡିରେ ମିଶିଥିଲେ ଗୁଞ୍ଜିବାଡ଼ି ସମିତି ସଭ୍ୟ ଧବଳେଶ୍ୱର ପାତ୍ର (ଧୋବୀ ଭାଇ)ଓ ସାରଙ୍ଗଡ଼ ସମିତି ସଭ୍ୟ ଜୟଶେନ ପୂଜାରୀ ବିଧିବଧ ଭାବେ ବିଧାୟକ ଉପସ୍ଥିତିରେ ମିଶିଥିଲେ ଏହି ପଦଯାତ୍ରାରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ମୋହନ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା, ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ମହାସିଙ୍ଗ ନାଏବ ସରପଞ୍ଚ ପାଜୀତ ପାତ୍ର, ରଜନୀ ସାହୁ, ପ୍ରମୋଦ, ମଦନ ମଳିକ, କୁମୁଦ ଖଣ୍ଡଗିରି, ସହଦେଵ ପାତ୍ର, ବହୁ ବିଜେଡି କର୍ମୀ, ନେତ୍ରୀ, ସରପଞ୍ଚ, ଯୋଗ ଦେବା ସହ ଏକ ହଜାରରୁ ଅଧିକ ଜନସାଧାରଣ ଯୋଗଦେଇ ଏହି ପଦଯାତ୍ରାକୁ ସଫଳ କରିବା ସହ ସହଦେଵ ପାତ୍ର ସଭାକୁ ପରିଚାଳନା କରିଥିଲେ I




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦକ୍ଷତା ବିକାଶ ଯୋଜନା କର୍ମଶାଳା ଉଦଯାପିତ

ଦକ୍ଷତା ବିକାଶ ଯୋଜନା କର୍ମଶାଳା ଉଦଯାପିତ
Read More...

Power Minister Shri RK Singh approves amendments in Electric Vehicle (EV) Charging Guidelines and Specifications

Power Minister Shri RK Singh approves amendments in Electric Vehicle (EV) Charging Guidelines and Specifications
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :Dr Ajay Kumar appointed Defence Secretary
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ