ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ କୋଦଳା ଏନ ଏ ଏସି ଠାରେ ସଂକଳ୍ପ ପଦଯାତ୍ରା ଆରମ୍ଭ

October 03, 2019, ରାଜନୀତି, ଗଞ୍ଜାମ, DSLR News Bureau


ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ କୋଦଳା ଏନ ଏ ଏସି ଠାରେ ସଂକଳ୍ପ ପଦଯାତ୍ରା ଆରମ୍ଭ
DSLR News Bureau
October 03, 2019

କବିସୂର୍ଯ୍ୟନଗର,୩/୧୦ (ସୁଦାମ ମହାରଣା) :


ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ କୋଦଳା ଏନ ଏ ଏସି ଠାରେ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ପଦଯାତ୍ରାରେ ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ସ୍ବଚ୍ଛ ଭାରତ ମିସନ,ସିଙ୍ଗିଲି ୟୁଜ ପ୍ଳାଟିକ ବର୍ଜନ, ମଦମୁକ୍ତ ଓଡିଶା ଓ ଜଳସରକ୍ଷଣ ଆଦି ସୋଗ୍ଲାନ ମାଧ୍ୟମରେ ବାର୍ତ୍ତା ଦେଇଥିଲେ । କୋଦଳା ଛକଠାରେ ଗାନ୍ଧୀଙ୍କ ପ୍ରତି ମୃର୍ତ୍ତି ସ୍ଥାପନ ପାଇଁ ପ୍ରଶାସନ ନିକଟରେ ଦାବି କରିଥିଲେ । ଏହି ପଦଯାତ୍ରାରେ ବିଜେପି ବରିଷ୍ଠ ନେତା ରଞ୍ଜନ କୁମାର ପଲେଇ, ମହେଶ୍ବର ମହାନ୍ତିଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲାରେ ବିଜେପିର ପଦଯାତ୍ରା

ଗଜପତି ଜିଲ୍ଲାରେ ବିଜେପିର ପଦଯାତ୍ରା
Read More...

ବାଲିଗୁଡା ଉପଖଣ୍ଡରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ

ବାଲିଗୁଡା ଉପଖଣ୍ଡରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଆଜି ଭଞ୍ଜନଗର ବନ୍ଦ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ