ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି |

ବାଲିଗୁଡା ଉପଖଣ୍ଡରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ

October 03, 2019, ବିଶେଷ, କନ୍ଧମାଳ, ସୁରେଶ କୁମାର ପଣ୍ଡା


ବାଲିଗୁଡା ଉପଖଣ୍ଡରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ
ସୁରେଶ କୁମାର ପଣ୍ଡା
[ ସମ୍ବାଦଦାତା, କନ୍ଧମାଳ ]
DSLR News Bureau
October 03, 2019

ବାଲିଗୁଡା, ୩/୧୦ (ସୁରେଶ କୁମାର ପଣ୍ଡା ) :


କନ୍ଧମାଳ ବାଲିଗୁଡା ସାହରରେ ଜାତିର ପିତା ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ କୋଟି କୋଟି ପ୍ରଣାମ ଜଣାଇବା ସହ ପ୍ରତେକ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସହରର ବରିଷ୍ଟ ଆଇନଜୀଵୀ କୌଶିକ ସାହୁ, ନଗର ଅଧକ୍ଷା ମମତା ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଲେଙ୍କାଙ୍କ ଉପସ୍ତିତିରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୄତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମହାତ୍ମା ଗାନ୍ଧୀଙ୍କର ନାରା ଦେଇ ଶେଭାଯାତ୍ରା କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ କୋଦଳା ଏନ ଏ ଏସି ଠାରେ ସଂକଳ୍ପ ପଦଯାତ୍ରା ଆରମ୍ଭ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ କୋଦଳା ଏନ ଏ ଏସି ଠାରେ ସଂକଳ୍ପ ପଦଯାତ୍ରା ଆରମ୍ଭ
Read More...

 ଗୋଷ୍ଠୀ ସହଭାଜନକୁ ପ୍ରୋତ୍ସାହନ ପାଇଁ ସଚେତନତା କାର୍ଯ୍ୟକର୍ମ ଅନୁଷ୍ଠିତ

ଗୋଷ୍ଠୀ ସହଭାଜନକୁ ପ୍ରୋତ୍ସାହନ ପାଇଁ ସଚେତନତା କାର୍ଯ୍ୟକର୍ମ ଅନୁଷ୍ଠିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ କିରାଣି, ଦରମା ବିଲ ପାଇଁ ଲାଞ୍ଝ ନିଅନ୍ତି
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ