ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି |

ବାଲିଗୁଡା ବିଜେପି ତରଫରୁ ୧୫୦ ତମ ଗାନ୍ଧୀ ଜୟନ୍ତୀ ପାଳନ

October 03, 2019, ରାଜନୀତି, କନ୍ଧମାଳ, ସୁରେଶ କୁମାର ପଣ୍ଡା


ବାଲିଗୁଡା ବିଜେପି ତରଫରୁ ୧୫୦ ତମ ଗାନ୍ଧୀ ଜୟନ୍ତୀ ପାଳନ
ସୁରେଶ କୁମାର ପଣ୍ଡା
[ ସମ୍ବାଦଦାତା, କନ୍ଧମାଳ ]
DSLR News Bureau
October 03, 2019

ବାଲିଗୁଡା, ୩/୧୦(ସୁରେଶ କୁମାର ପଣ୍ଡା) :


ବାଲିଗୁଡା ବିଜେପି ତରଫରୁ ୧୫୦ ତମ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ସଂକଳ୍ପ ଯାତ୍ରା କରାଯାଇଥିଲା ଏହି ଯାତ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବାହାରି ପିଡବ୍ଲୁଡ଼ି ଛକରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଏହି ସଂକଳ୍ପ ଯାତ୍ରାରେ ବାଲିଗୁଡା ବିଜେପି ପରିବାର ତରଫରୁ ବାଲିଗୁଡା ନଗର ସଭାପତି ସୁରେନ୍ଦ୍ର ପାତ୍ର, ବରିଷ୍ଠ ବିଜେପି କର୍ମୀ ଦିଗାମ୍ବର ପାଣିଗ୍ରାହୀ, ରଞ୍ଜିତ ଚୌଧୁରୀ, ସୁଶାନ୍ତ ସାହୁ, ମନୋଜ କୁମାର ରଥ,ନରସିଂହ ବେହେରା ଉପସ୍ଥିତ ଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗୋଷ୍ଠୀ ସହଭାଜନକୁ ପ୍ରୋତ୍ସାହନ ପାଇଁ ସଚେତନତା କାର୍ଯ୍ୟକର୍ମ ଅନୁଷ୍ଠିତ

ଗୋଷ୍ଠୀ ସହଭାଜନକୁ ପ୍ରୋତ୍ସାହନ ପାଇଁ ସଚେତନତା କାର୍ଯ୍ୟକର୍ମ ଅନୁଷ୍ଠିତ
Read More...

ସିନ୍ଦ୍ରୀଗାଁ ଗ୍ରାମ ପଞ୍ଚାୟତରେ ଗ୍ରାମସଭା

ସିନ୍ଦ୍ରୀଗାଁ ଗ୍ରାମ ପଞ୍ଚାୟତରେ ଗ୍ରାମସଭା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଆସନ୍ତା ୩୦.୦୫.୨୦୧୯ ଦିନ ପଦ ଓ ଗୋପନୀୟତାର ଶପଥ ପାଠ
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ