ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ପୋଡାମରି ମହାବିଦ୍ୟାଳୟ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ

October 03, 2019, ବିଶେଷ, ଗଞ୍ଜାମ, ପ୍ରଫୁଲ୍ଲ କୁମାର ସାବତ


ପୋଡାମରି ମହାବିଦ୍ୟାଳୟ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ
ପ୍ରଫୁଲ୍ଲ କୁମାର ସାବତ
[ ସାମ୍ବାଦଦାତା ]
DSLR News Bureau
October 03, 2019

ସାନଖେମୁଣ୍ଡି,୩/୧୦ (ପ୍ରଫୁଲ୍ଲ ସାବତ ): ୧୫୦ ତମ ଗାନ୍ଧୀ ଜୟନ୍ତୀ ଅବସରରେ ପୋଡାମରି ମହାବିଦ୍ୟାଳୟ ପରିସରରେ ଗତ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ବିଭିନ୍ନ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମେ ଛାତ୍ରଛାତ୍ରୀଙ୍କ ତରଫରୁ ଗ୍ରାମ ପରିକ୍ରମା କରାଯାଇ ସ୍ୱଚ୍ଛତାର ବାର୍ତ୍ତା ଦିଆଯାଇଥିଲା ।



ଏହି ଅବସରରେ “ସ୍ୱଚ୍ଛତା ଓ ସମାୟାନୁବର୍ତ୍ତାତାରେ ଗାନ୍ଧିବାଦୀର ଆବଶ୍ୟକତା” ପାଠକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧକ୍ଷ ଇ.ପ୍ରଦୀପ କୁମାର ପାତ୍ର ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲା ବେଳେ ସଂଯୋଜନା କରିଥିଲେ ଇଂରାଜୀ ଅଧ୍ୟାପନ ଶ୍ରୀ ଦୁର୍ଯ୍ୟୋଧନ ଜେନା, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହଳଦିଆପଦର ବସ୍‌ ଟର୍ମିନାଲ ପ୍ରଥମ ପର୍ଯ୍ୟାୟରେ ଚଳାଚଳ ଆରମ୍ଭ

ହଳଦିଆପଦର ବସ୍‌ ଟର୍ମିନାଲ ପ୍ରଥମ ପର୍ଯ୍ୟାୟରେ ଚଳାଚଳ ଆରମ୍ଭ
Read More...

ଆସିକା ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଆସିକା ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଗଞ୍ଜାମ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟକ୍ରମ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ