ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ସ୍ୱଚ୍ଛତା କାର୍ୟ୍ୟକ୍ରମ

October 03, 2019, ବିଶେଷ, ଗଞ୍ଜାମ, ଗୁଲସନ୍ କୁମାର କର


ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ସ୍ୱଚ୍ଛତା କାର୍ୟ୍ୟକ୍ରମ
ଗୁଲସନ୍ କୁମାର କର
[ ସାମ୍ବାଦଦାତା, କୋଦଳା ]
DSLR News Bureau
October 03, 2019

କୋଦଳା, ୩/୧୦ (ଗୁଲସନ କୁମାର କର) :


ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅଵସରରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠବ୍ରହ୍ମପୁର ଗ୍ରାମରେ ସ୍ଵଛତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଵସରରେ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ରାସ୍ତାଘାଟ ସଫେଇ କରିବା ସହ ଉକ୍ତ ଗ୍ରାମର ପୁରୁଷ ମାନେ ସହଯୋଗ କରିଥିଲେ। ଗାନ୍ଧୀଜୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ଆଗେଇ ଯିବେ ବୋଲି ଶପଥ ନେଇଥିଲେ । ପ୍ରତ୍ୟେକ ବର୍ଷ ଏହି କାର୍ୟ୍ୟକ୍ରମ କରିବା ସହ ପ୍ରତିଦିନ ନିଜ ଅଞ୍ଚଳରେ ଅଳିଆ ଆବର୍ଜନା ସଫା କରି ଏହି ମିଶନକୁ ଆଗକୁ ନେଇ ପାରିବେ ସେ ଉପରେ ଆଲୋଚନା କରିଥିଲେ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସିକା ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଆସିକା ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
Read More...

ମହାମୟୀ ମହିଳା ମହାବିଦ୍ୟାଳୟରେ ‘ଫିଟ ଇଣ୍ଡିଆ ରନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମହାମୟୀ ମହିଳା ମହାବିଦ୍ୟାଳୟରେ ‘ଫିଟ ଇଣ୍ଡିଆ ରନ’ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତିଜୀଙ୍କ ୯୮ତମ ଜୟନ୍ତୀ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ