ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି |

ବିରାଟଙ୍କୁ ଭେଟିବା ସ୍ବପ୍ନ ସାକାର ହେଲା : ପିଣ୍ଟୁ

October 03, 2019, ଜୀବନଶୈଳୀ, ଗଞ୍ଜାମ, ରଞ୍ଜନ


ବିରାଟଙ୍କୁ ଭେଟିବା ସ୍ବପ୍ନ ସାକାର ହେଲା : ପିଣ୍ଟୁ
ରଞ୍ଜନ
[ ସମ୍ବାଦଦାତା ]
DSLR News Bureau
October 03, 2019

କୁକୁଡାଖଣ୍ଡି, ୩/୧୦(ଇ .ରଞ୍ଜନ) :


କ୍ରିକେଟ ନିଶାରେ ପାଗଳ ହୋଇଯାଇଛନ୍ତି ଇଣ୍ଡିଆ ଟିମ କ୍ୟାପଟେନ ବିରାଟ କୋହଲିକଂ ପାଇଁ । ଗଂଜାମ ଜ଼ିଲ୍ଲା ମସିହାଖାଲିର ପିଣ୍ଟୁ ମହାରଣା (୩୨) ପେସାରେ ଜଣେ ବିଲ୍ଡିଂ କଣ୍ଟ୍ରାକ୍ଟର, ନିଶା କ୍ରିକେଟ ମ୍ୟାଚ ଦେଖିବା ତାହା ପୁଣି ଖେଳ ହେଉଥିବା ସ୍ଥାନକୁ ଯାଇ। ପରିବାର କହିଲେ ନିଜ ସ୍ତୀ ସହ ୪ବର୍ଷର ଛୋଟ ଝିଅ । କୋଲକତା ର କେବେ ବିଶାଖପାଟନା ଯେଉଁଠି ଭି ଇଣ୍ଡିଆ ଟିମ ଖେଳୁଥିବା ସେଠି ଆର୍ବିଭାବ ପିଣ୍ଟୁ ମହାରଣା ।


୨ରୁ ୬ ପଯ୍ୟନ୍ତ ବିଶାଖାପାଟନାରେ ଚାଲିବ ଇଣ୍ଡିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ। ପିଣ୍ଟୁ ଖେଳ ଦେଖିବାକୁ ୧ତାରିଖ ଦିନ ବିଶାଖାପାଟନାରେ ପହଞ୍ଚି ଚାଲିଥିବା ଅଭ୍ୟାସ ମ୍ୟାଚ ଦେଖୁଥିଲେ ଇଣ୍ଡିଆ ଟିମର ବଡ ଫ୍ୟାନ ସୁଧିର ଗୌତମଙ୍କ ସହ ହଠାତ ଜଣେ ସାମ୍ବାଦିକ ଆସି ପିଣ୍ଟୁକୁ କହିଲେ କୋହଲିଙ୍କୁ ଭେଟିବା ପାଇଁ, ଫ୍ୟାନ ହୋଇ ମଧ୍ୟ କୋହଲିଙ୍କୁ ପୂର୍ଵରୁ କେବେ ଭେଟିନଥିଲେ ପିଣ୍ଟୁ। ସାମ୍ବାଦିକ ଜଣଙ୍କ ପିଣ୍ଟୁଙ୍କୁ ସାର୍ଟ ବାହାର କରିବାକୁ କହିଥିଲେ।


ପିଣ୍ଟୁଙ୍କ ଦେହ ସାରା ବିରାଟଙ୍କ ପ୍ରତିଚିତ୍ର ଓ ବିରାଟ ଟାଟୁ, ବିରାଟଙ୍କ ପାଖକୁ ନେବା ପରେ ବିରାଟ ପିଣ୍ଟୁଙ୍କୁ ଆଗରୁ ଜାଣିଛନ୍ତି ବୋଲି କହି ଦେହସାରା ଟାଟୁ ଦେଖି ଖୁସି ହୋଇ କୁଣ୍ଢାଇ ପକାଇଥିଲେ । କିଛି ଫଟୋ ସୁଟ ପରେ ପରେ ଭେଟିବା କହି ଚାଲିଯାଇଥିଲେ। ବିରାଟଙ୍କୁ ଭେଟିବା ସ୍ବପ୍ନ ସାକାର ହେଲା । ପୂର୍ଵରୁ କୋଲକତା ଠାରେ ପିଣ୍ଟୁକୁ ହାତ ହଲାଇ ଟା ଟା କରିଥିଲେ ବିରାଟ। ଆଉ କେବେ ଦେଖା ମିଳିନି ବିରାଟଙ୍କୁ । ଦେହସାରା ବିରାଟଙ୍କ ଟାଟୁ ଭତ୍ତି ପାଇଁ ବିରାଟ ଫ୍ୟାନ ଭାବେ ରାଜ୍ୟବାହାର ଗଣମାଧ୍ୟମରେ ବେଶ ଲୋକପ୍ରିୟ ପିଣ୍ଟୁ। ଗଣମାଧ୍ୟମରୁ ହିଁ ପିଣ୍ଟୁଙ୍କୁ ଚିହ୍ନିଛନ୍ତି ବିରାଟ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଗଦଳପୁର ଠାରୁ ନୂତନ ବସ ଶୁଭାରମ୍ଭ

ଜଗଦଳପୁର ଠାରୁ ନୂତନ ବସ ଶୁଭାରମ୍ଭ
Read More...

ମୋ ସରକାର କାର୍ଯ୍ୟକ୍ରମ, ମେଡିକାଲକୁ ଦନୀତି ମୁକ୍ତ କରିବା ଓ ସ୍ବଛ ରଖିବାକୁ ଶପଥ

ମୋ ସରକାର କାର୍ଯ୍ୟକ୍ରମ, ମେଡିକାଲକୁ ଦନୀତି ମୁକ୍ତ କରିବା ଓ ସ୍ବଛ ରଖିବାକୁ ଶପଥ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :Prime Minister Shri Narendra Modi  visits Hubli in Karnataka
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ