ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

କୃଷକ ତାଲିମ ଶିବିର

October 01, 2019, ଶିକ୍ଷା, ଗଞ୍ଜାମ, ପ୍ରଫୁଲ୍ଲ କୁମାର ସାବତ


 କୃଷକ ତାଲିମ ଶିବିର
ପ୍ରଫୁଲ୍ଲ କୁମାର ସାବତ
[ ସାମ୍ବାଦଦାତା ]
DSLR News Bureau
October 01, 2019

ଦିଗପହଣ୍ଡି,୦୧/୧୦(ପ୍ରଫୁଲ ସାବତ) :


ଚାଷୀ ନିଜ ଜୀବନକୁ ବାଜି ଲଗାଇ ଅହରହ ଚାଷ ଜମିରେ କସରତ କରି ସାରା ମାନବ ସମାଜକୁ ଖାଦ୍ୟ ଯୋଗାଇ ଆସୁଅଛି। ଚାଷ ଜମିରେ ଚାଷ କଲା ବେଳେ ଅତ୍ୟାଧୁନିକ ଯନ୍ତ୍ରାଶ ବ୍ୟବହାର କରି ଚାଷ ଜମିକୁ ଆଗଉ ଥିବା ବେଳେ ସମୟ ସମୟରେ ଯନ୍ତ୍ରାଶ ଦ୍ୱାରା ଦ୍ରୁଘଟଣାର ଶିକାର ହୋଇ ଥାଏ । ଏହା ଛଡ଼ା ପ୍ରାକୃତିକ ଡୁର୍ବିପାକ, ବିଷାକ୍ତ ସର୍ପର ଆଘାତ ଆଦି କଷ୍ଟ ସହି ବେଳେ ବେଳେ ଜୀବନ ହାରି ଥାଏ । ଏହା ଛଡ଼ା ନିଜ ଜମି ପାଈଁ ବ୍ୟବହୃତ ବୈଦୁତିକ ଉପକରଣ ଏବଂ ବିଦୁତ୍ ସଂଯୋଗ ଦ୍ୱାରା ଅସାବଧାନ ବଶତଃ ଦ୍ରୁଘଟଣାର ଶିକାର ହୋଇ ଥାଏ



ଏ ସବୁକୁ ଧ୍ୟାନ ଦେଇ ଉପଯୁକ୍ତ ତାଲିମ ପାଇ କୃଷି କର୍ମଣ କଲେ ତଥା ରାସାୟନିକ ପ୍ରୟୋଗ ଓ କୀଟ ନାଶକ ପ୍ରତି ସାଵଧ୍ୟାନତା ଅବଲମ୍ବନ କରି କୃଷି କର୍ମଣ କରିବା ପାଈଁ ଆଜି ଦିଗପହଣ୍ଡି ବ୍ଲକ୍ ଜକର ପଞ୍ଚାୟତରେ ଏନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ କୃଷି ଅଧିକାରୀ ପଦର ବିନ୍ଧୁ ସାହୁ, ଅଧକ୍ଷତାରେ ହୋଇଥିବା ବେଳେ ଆବାହକ ଶ୍ରୀ ଚୈତନ୍ୟ ପ୍ରଧାନ ଯୋଗ ଦେଇ କାର୍ୟ୍ୟକ୍ରମକୁ ଆଗେଇ ଥିଲେ । ଏଥି ସହିତ ଜିଲ୍ଲା କୃଷି ଅଧିକାରୀ ଭାସ୍କର ପାଢ଼ୀ, ପିପିଓ ଦେବବତୀ ପାଢ଼ୀ, ଦିପ୍ତିମୟୀ ବେହେରା ,ସସ୍ମିତା କାର୍ଜି,କୃଷକ ସାଥୀ ଜୁର ଵିସୋୟି , ରାମେଶ୍ୱର ପାଣିଗ୍ରାହି , ଗ୍ରାମ ସାଥୀ ତ୍ରିନାଥ ପ୍ରଧାନ ଆଦି ପ୍ରମୁଖ ବ୍ୟକ୍ତି ଯୋଗ ଦେଇ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
Read More...

ରତ୍ନପୁର ଠାରୁ  ଲେଚାପଡ଼ା ରାସ୍ତାର ଅବସ୍ଥା ଶୋଚନୀୟ

ରତ୍ନପୁର ଠାରୁ ଲେଚାପଡ଼ା ରାସ୍ତାର ଅବସ୍ଥା ଶୋଚନୀୟ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଦ୍ୱିତୀୟ ଦିନ ଆସିକାରେ ଭାରତ ବନ୍ଦ ସଫଳ ହୋଇଛ ।
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ