ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ମାଣ୍ଡେଲା ଶାନ୍ତିଦୂତ ପୁରସ୍କାର ପାଇଲେ ଡ଼ ତିରୁପତି ପାଣିଗ୍ରାହୀ

September 30, 2019, ଜୀବନଶୈଳୀ, ଗଜପତି, ପ୍ରଭାତ କୁମାର ପାତ୍ର


ମାଣ୍ଡେଲା ଶାନ୍ତିଦୂତ ପୁରସ୍କାର ପାଇଲେ ଡ଼ ତିରୁପତି ପାଣିଗ୍ରାହୀ
ପ୍ରଭାତ କୁମାର ପାତ୍ର
[ ସାମ୍ବାଦଦାତା, ଗଜପତି ଜିଲ୍ଲା ]
DSLR News Bureau
September 30, 2019

ପାରଳାଖେମୁଣ୍ଡି,୨୯/୯(ପ୍ରଭାତ କୁମାର ପାତ୍ର) :


ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ଼ ତିରୁପତି ପାଣିଗ୍ରାହୀ ଙ୍କୁ ମାଣ୍ଡେଲା ଶାନ୍ତିଦୂତ ପୁରସ୍କାର ରେ ସମ୍ମାନିତ କରାଯାଇଛି। ଅନ୍ତରାଷ୍ଟ୍ରୀୟ ଯୁବ କମିଟି (ଆଇ ୱାଇ ସି) ର ସଭାପତି ଜୟନ୍ତ ପାତ୍ର ଡ଼ ପାଣିଗ୍ରାହୀ ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି l ବହୁ ପଛରେ ଥିବା ଗଜପତି ଜିଲ୍ଲା କୁ ଶିକ୍ଷା କୃଷି ଓ ସ୍ୱାସ୍ଥ୍ୟ ର ବିକାଶ ପାଇଁ ଯେଉଁ ଚେଷ୍ଟା ଜାରି ରଖିଛନ୍ତି ଓ ଏହି ସମ୍ମାନ ପାଇ ସେ ବହୁତ ଗର୍ବିତ ବୋଲି କହିଛନ୍ତି।



ଏ ପୁରସ୍କାର ପାଇବାପରେ ଗଜପତି ଜିଲ୍ଲା ବାସି ତଥା ଗଜପତି ରାଓ, କ୍ରିଷ୍ଣା ରାୟ , ବି ବାଲରାଜୁ, କୃଷ୍ଣ କୁମାର ବେହେରା , ବେନିକ ଗୋମଙ୍ଗ, ଏସ ବାଲରାଜୁ ଗବରା, ତିରୁପତି ରାଓ ଓ ସ୍ୱାଭିମାନ ମଞ୍ଚର ସମସ୍ତ ସଦସ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଶେଷ ଭାଗରେ ଡ଼ ପାଣିଗ୍ରାହୀ ଙ୍କ ଜୀବନ କାହାଣୀ କୁ ନେଇ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ଅତିଥି ମାନେ ଏହାକୁ ଦେଖି ଖୁବ୍ ପ୍ରଶଂସା କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମନର କଥା ୨.0 (ଚତୁର୍ଥ ଅଧ୍ୟାୟ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ

ମନର କଥା ୨.0 (ଚତୁର୍ଥ ଅଧ୍ୟାୟ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର
Read More...

ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ସମ୍ବଲପୁର: ମହାନଦୀ ପୋଲ ତଳୁ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ