ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା

September 30, 2019, ଶିକ୍ଷା, ଗଜପତି, ପ୍ରଭାତ କୁମାର ପାତ୍ର


ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା
ପ୍ରଭାତ କୁମାର ପାତ୍ର
[ ସାମ୍ବାଦଦାତା, ଗଜପତି ଜିଲ୍ଲା ]
DSLR News Bureau
September 30, 2019

ପାରଳାଖେମୁଣ୍ଡି,୨୯/୯(ପ୍ରଭାତ କୁମାର ପାତ୍ର) :


ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚବିଦ୍ୟାଳୟରେ ଆଜି ଦିନ ୧୧. ୩୦ ମିନିଟ ସମୟରେ ଜିଲ୍ଲା ସ୍ତରୀୟ ଜାତୀୟ ଚିତ୍ରା ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ପ୍ରତେକ ବ୍ଲକରୁ ୮୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ସାଧାରଣ ବର୍ଗର ପ୍ରତିଯୋଗୀ ମାନଙ୍କୁ ଦୁଇ ଭାଗ ଓ ଭିନ୍ନ କ୍ଷମ ବର୍ଗର ପ୍ରତିଯୋଗୀ ମାନଙ୍କୁ ୬ ଭାଗରେ ବିଭକ୍ତ କରାଯାଇଥିଲା। ଜାତୀୟ ସ୍ତରରୁ ଆସିଥିବା ନିର୍ଦ୍ଧେଶ ବଳୀ ଅନୁସାରେ ପ୍ରତିବଗର ପ୍ରତିଯୋଗୀ ମାନଙ୍କୁ ଭିନ୍ନ ଭିନ୍ନ ବିଷୟ ବସ୍ତୁ ଉପରେ ଚିତ୍ରାଅଙ୍କନ ଦିଆଯାଇଥିଲା। ସେହି ବିଷୟ ବସ୍ତୁ ଉପରେ ହିଁ ବିଭିନ୍ନ ବର୍ଗର ପ୍ରତିଯୋଗି ମାନେ ଚିତାକଷଣ ଚିତ୍ରା ଅଙ୍କନ କରିବା ସହ ସେଥିରେ ରଙ୍ଗ ମଧ୍ୟ ଦେଇଥିଲେ। ଜିଲ୍ଲାପାଳ ଅନୁପମ ଶାହାଙ୍କ ଦ୍ୱାରା ଚିହ୍ନିତ ହୋଇଥିବା ବିଚାରପତି ମାନଙ୍କ ଦ୍ଵାରା ମୂଲ୍ୟାଙ୍କନ କରାଯାଇ ପ୍ରତିବର୍ଗ ରୁ ୫ ଗୋଟି ଲେଖାଏ ଚିତ୍ରା ଅଙ୍କନକୁ ଚିହ୍ନଟ କରାଯାଇ ରାଜ୍ୟ ସ୍ତରକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ପ୍ରତିବର୍ଗରୁ କୃତି କାର୍ଯ୍ୟ ହୋଇଥିବା ୩ ଜଣଙ୍କୁ ଆଗାମୀ ଦିନରେ ଯେ କୌଣସି ଜିଲ୍ଲା ସ୍ତରୀୟ ଉତ୍ସବରେ ସମ୍ମାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ପ୍ରତିଯୋଗିତାରେ ବିଚାରପତି ଭାବେ ଶ୍ରୀମତୀ ସୁନୀତା ମିଶ୍ର, ପ୍ରଶନ ପଣ୍ଡା, ଶ୍ରୀ ମୁରଲୀ ପରିଛା ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଶିଶୁ ମଙ୍ଗଳ ଅଧିକାରୀ ପ୍ରମୋଦ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଚାଇଲଡ ଲାଇନର ସଦସ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଣ୍ଡେଲା ଶାନ୍ତିଦୂତ ପୁରସ୍କାର ପାଇଲେ ଡ଼ ତିରୁପତି ପାଣିଗ୍ରାହୀ

ମାଣ୍ଡେଲା ଶାନ୍ତିଦୂତ ପୁରସ୍କାର ପାଇଲେ ଡ଼ ତିରୁପତି ପାଣିଗ୍ରାହୀ
Read More...

ରତ୍ନେସ୍ୱରୀ ପୀଠରେ ନବରାତ୍ର ପୂଜା ଆରମ୍ଭ

ରତ୍ନେସ୍ୱରୀ ପୀଠରେ ନବରାତ୍ର ପୂଜା ଆରମ୍ଭ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶିକ୍ଷକ ଗିରଫ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ