ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା |

ଜାତୀୟ ସେବା ଯୋଜନା ଶିବିର ଅନୁଷ୍ଠିତ

September 29, 2019, ଶିକ୍ଷା, ଗଞ୍ଜାମ, ଇ. ରଞ୍ଜନ


ଜାତୀୟ ସେବା ଯୋଜନା ଶିବିର ଅନୁଷ୍ଠିତ
ଇ. ରଞ୍ଜନ
[ ସାମ୍ବାଦଦାତା ]
DSLR News Bureau
September 29, 2019

ବ୍ରହ୍ମପୁର,୨୯/୯ (ଇ .ରଞ୍ଜନ) :ମହାମୟୀ ମହିଳା ମହାବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଜାତୀୟ ଯୋଜନାର ସ୍ୱତନ୍ତ୍ର ଶିବିର ଡ଼ା କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅଧୟନରତ ସ୍ନାତକ ଛାତ୍ରୀମାନଙ୍କୁ ବିଭିନ୍ନ ସେବା ଓ ସଂସ୍କାରକୁ ନେଇ ମାର୍ଗଦର୍ଶନ ଦେଇଥିଲେ । ଏହି ଶିବିର ଗତ ୨୮/୦୯/୨୦୧୯ ଠାରୁ ଆସନ୍ତା ୪/୧୦/୨୦୧୯ ଦୀର୍ଘ ସାତ ଦିନଧରି ପରିଚାଳିତ ହେବ ।




ଏବଂ ଶିବିରରେ ସେବାକୁ ନେଇ ତିନୋଟି ୟୁନିଟ୍ କଲେଜ ଅଧ୍ୟକ୍ଷଙ୍କ ଦ୍ୱାରା ଗଠନ ହୋଇଥିଲା । ଏଥିରେ ପ୍ରାୟ ୭୫ ଜଣ ସ୍ୱେଚ୍ଛାସେବୀ ଭାଗ ନେଇଥିବା ବେଳେ ଗଞାମ ଜିଲ୍ଲା ସଂଯୋଜିକା ସ୍ୱର୍ଣ୍ଣଲତା ପଟ୍ଟନାୟକ, ଜାତୀୟ ସେବା ସଂସ୍ଥା ସଂଯୋଜିକା ସସ୍ମିତା ସାହୁ ଏବଂ ସୁନିତା ଜେନା ପ୍ରମୁଖ ଯୋଗଦାନ କରିଥିଲେ । ଏହି ଶିବିରର ମୂଖ୍ୟ ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା. "ବେଟି ବଂଚାଅ ବେଟି ପଢାଅ" ଦକ୍ଷତା ବିକାଶ ମିଶନ ଭଳି ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ସୁସ୍ଥ ଏବଂ ବୃକ୍ଷରୋପଣ ମାଧ୍ୟମରେ ଜନଜାଗରଣ ବୃଦ୍ଧି କରିବା ନିମନ୍ତେ ଅଧୟନରତ ଛାତ୍ରୀମାନଙ୍କୁ ର୍ମାଗଦର୍ଶନ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖଲିଙ୍ଗୀ ରାଜସ୍ୱ ସର୍କଲରେ 'ମୋ ଗାଁରେ ତହସିଲ' କାର୍ୟ୍ୟକ୍ରମ

ଖଲିଙ୍ଗୀ ରାଜସ୍ୱ ସର୍କଲରେ 'ମୋ ଗାଁରେ ତହସିଲ' କାର୍ୟ୍ୟକ୍ରମ
Read More...

ବାଟାଗୁଡାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବାଟାଗୁଡାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଦେଶର ୧୯୧୬୭୯ ଜଣ ନିଖୋଜ ପିଲାଙ୍କ ମଧ୍ୟରୁ ୧୪୨୮ ଜଣ ପିଲା ଉଦ୍ଧାର
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ