ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି |

ଗଜପତି:ଗଡିଲା ଭିଭିପାଟ, ଇଭିଏମ୍ ସଚେତନତା ରଥ

January 08, 2019, ଓଡ଼ିଶା, ଗଜପତି, ପ୍ରଭାତ କୁମାର ପାତ୍ର


ଗଜପତି:ଗଡିଲା ଭିଭିପାଟ, ଇଭିଏମ୍ ସଚେତନତା ରଥ
ପ୍ରଭାତ କୁମାର ପାତ୍ର
[ ସାମ୍ବାଦଦାତା, ଗଜପତି ଜିଲ୍ଲା ]
DSLR News Bureau
January 08, 2019

ପାରଳାଖେମୁଣ୍ଡି,(ପ୍ରଭାତ କୁମାର ପାତ୍ର): ସାଧାରଣ ନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବାରୁ ପ୍ରଶାସନ ସ୍ତରରେ ପ୍ରସ୍ତୁତି ଯୋରଦାର ହୋଇଛି। ଇଭିଏମ୍ ସହ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବ୍ୟବହାର ହେବାକୁ ଯାଉଥିବା ଭିଭିପାଟ ମେସିନ୍ ମଧ୍ୟ ଆସି ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ସାରିଛି । ଏହାର ସଚେତନତା ନେଇ ସଚେତନତା ରଥର ଉଦଘାଟନ କରାଯାଇଛି । ଏହି ରଥ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରୁ ଏକ ସଚେତନତା ରଥକୁ ଜିଲ୍ଲାପାଳ ଅନୁପମ ଶାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆସନ୍ତା ୧୫ ତାରିଖ ଭିତରେ ଜିଲ୍ଲାର ସମସ୍ତ ରାଜସ୍ବ ଗ୍ରାମରେ ଏହି ସଚେତନତା ରଥ ପହଞ୍ଚିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଶୁଭାରମ୍ଭ କାଯ୍ୟକ୍ରମେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ଵାଇଁ, ସହ ସମସ୍ତ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେI ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି: ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

ପାରଳାଖେମୁଣ୍ଡି: ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ
Read More...

ଆସାମ ରାଜିନାମାର ଧାରା ୬ ପ୍ରଭାବଶାଳୀ ଢଙ୍ଗରେ ଲାଗୁ ପାଇଁ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଗଠନ

ଆସାମ ରାଜିନାମାର ଧାରା ୬ ପ୍ରଭାବଶାଳୀ ଢଙ୍ଗରେ ଲାଗୁ ପାଇଁ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଗଠନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :Prime Minister meets with Mohamed Nasheed, Speaker of People’s Majlis of Maldives
View All Photos

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ