PM addresses Hindustan Times Leadership Summit |

ରାଜନୀତି : Category News


ଚିଦାମ୍ବରମଙ୍କୁ ଜାମିନ ମିଳିବାର ଗୋଟିଏ ଦିନ ପରେ ସଂସଦରେ ପହଞ୍ଚିଲେଚିଦାମ୍ବରମଙ୍କୁ ଜାମିନ ମିଳିବାର ଗୋଟିଏ ଦିନ ପରେ ସଂସଦରେ ପହଞ୍ଚିଲେ

ନୂଆଦିଲ୍ଲୀ, ୫।୧୨ (ଡିଏସ୍ଏଲ୍ଆର) ; କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ପି. ଚିଦାମ୍ବରମଙ୍କୁ ବୁଧବାର ଜାମିନ ମିଳିଛି। ଆଉ ଗୁରୁବାର ସକାଳୁ ସେ ସଂସଦରେ ପହଞ୍ଚିଥିବା ଦେଖାଯାଇଛି। ଆଇଏନ୍‌ଏକ୍ସ ମିଡିଆର ମନି ଲଣ

Read More...

‘ରାଜନୈତିକ ଦଳ ପଞ୍ଜିକରଣ ଟ୍ରାକିଂ ପରିଚାଳନା ପ୍ରଣାଳୀ’ (ପିପିଆରଟିଏମଏସ) ଲାଗୁ କରିବ ନିର୍ବାଚନ ଆୟୋଗ • ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ନିୟମାବଳୀ‘ରାଜନୈତିକ ଦଳ ପଞ୍ଜିକରଣ ଟ୍ରାକିଂ ପରିଚାଳନା ପ୍ରଣାଳୀ’ (ପିପିଆରଟିଏମଏସ) ଲାଗୁ କରିବ ନିର୍ବାଚନ ଆୟୋଗ • ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ନିୟମାବଳୀ

ନୂଆଦିଲ୍ଲୀ, ୦୪/୧୨; ଭାରତର ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡ଼ିର ପଞ୍ଜିକରଣ ପ୍ରକ୍ରିୟା ଏବଂ ପ୍ରଣାଳୀର ସମୀକ୍ଷା କରିଛି । ଏ ସଂକ୍ରାନ୍ତରେ ଜାନୁଆରୀ ପହିଲା, ୨୦୨୦ ପରଠାରୁ ନୂତନ ନିୟମାବଳୀ ଲାଗୁ କରାଯିବ । ଆବେଦନର ସ୍ଥିତି ସ

Read More...

ଗତ ୬ ମାସ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ୧୩୦ କୋଟି ଭାରତୀୟଙ୍କୁ ସଶକ୍ତ କରିଛି : ପ୍ରଧାନମନ୍ତ୍ରୀଗତ ୬ ମାସ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ୧୩୦ କୋଟି ଭାରତୀୟଙ୍କୁ ସଶକ୍ତ କରିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗତ ୬ ମାସ ମଧ୍ୟରେ ନିଆଯାଇଥିବା ସଂଖ୍ୟାଧିକ ନିଷ୍ପତ୍ତି ୧୩୦ କୋଟି ଭାରତୀୟଙ୍କ ଜୀବନକୁ ସଶକ୍ତ କରିଛି । ସେ କହିଥିଲେ ଯେ “ସବକା ସାଥ, ସବକା ବିକାଶ, ସବକା ବିଶ

Read More...

ଦ୍ୱୈତ କରାଧାନ ଏଡ଼ାଇବା ଲାଗି ଭାରତ ଓ ଚିଲି ମଧ୍ୟରେ ରାଜିନାମା ଓ ପ୍ରୋଟୋକଲକୁ କ୍ୟାବିନେଟ ମଞ୍ଜୁରିଦ୍ୱୈତ କରାଧାନ ଏଡ଼ାଇବା ଲାଗି ଭାରତ ଓ ଚିଲି ମଧ୍ୟରେ ରାଜିନାମା ଓ ପ୍ରୋଟୋକଲକୁ କ୍ୟାବିନେଟ ମଞ୍ଜୁରି

Representational picture ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଦ୍ୱୈତ କରାଧାନ ସମାପ୍ତି ଏବଂ ଆୟକର ରାଜସ୍ୱ ଫାଙ୍କି ନିରାକରଣ ଲାଗି ଭାରତ ଓ ଚିଲି ମଧ୍ୟରେ ଦ୍ୱେତ କରାଧାନ ନିରା

Read More...

ଦ୍ୱୈତ କରାଧାନ ଏଡ଼ାଇବା ଲାଗି ଭାରତ ଓ ଚିଲି ମଧ୍ୟରେ ରାଜିନାମା ଓ ପ୍ରୋଟୋକଲକୁ କ୍ୟାବିନେଟ ମଞ୍ଜୁରିଦ୍ୱୈତ କରାଧାନ ଏଡ଼ାଇବା ଲାଗି ଭାରତ ଓ ଚିଲି ମଧ୍ୟରେ ରାଜିନାମା ଓ ପ୍ରୋଟୋକଲକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ;ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଦ୍ୱୈତ କରାଧାନ ସମାପ୍ତି ଏବଂ ଆୟକର ରାଜସ୍ୱ ଫାଙ୍କି ନିରାକରଣ ଲାଗି ଭାରତ ଓ ଚିଲି ମଧ୍ୟରେ ଦ୍ୱେତ କରାଧାନ ନିରାକରଣ ଚୁକ୍ତି

Read More...

ECI appoints Sh M K Das as Special Police Observer for Jharkhand Assembly ElectionsECI appoints Sh M K Das as Special Police Observer for Jharkhand Assembly Elections

NEW DELHI, Nov 23 ; Election Commission of India has appointed Sh Mrinal Kanti Das (IPS 1977 Retd) as Special Police Observer for the ensuing Elections to the State Legislative Assembly of Jharkhand 2019. The Election Commission took the decision in light of the specific challenges of Left Wing Extremism affecting the Law and Order situation in Jharkhand. Sh M K Das will reach Ranchi today to take up his new responsibility and oversee the deployment and other security related issues there. It m

Read More...

ବାଲିଗୁଡ଼ା ଏନଏସି ଅଧକ୍ଷା ଓ ଉପାଧକ୍ଷ ଅନାସ୍ଥାରେ ଗୋଟିଏ ପଟେ କାଏମ : ଅନ୍ୟ ପଟେ ଉଚ୍ଚତମ ନ୍ୟାୟାଳୟର ସ୍ଥଗିତାଦେଶବାଲିଗୁଡ଼ା ଏନଏସି ଅଧକ୍ଷା ଓ ଉପାଧକ୍ଷ ଅନାସ୍ଥାରେ ଗୋଟିଏ ପଟେ କାଏମ : ଅନ୍ୟ ପଟେ ଉଚ୍ଚତମ ନ୍ୟାୟାଳୟର ସ୍ଥଗିତାଦେଶ

ବାଲିଗୁଡ଼ା,(ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିରେ ଦୀର୍ଘ ୨ ମାସ ହେଲା ଚାଲିଥିଲା ଅଧକ୍ଷା ଓ ଉପାଧକ୍ଷଙ୍କ ବିରୁଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଏହାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପ୍ରକଳ

Read More...

ବାଲିଗୁଡା ବ୍ଲକ ପରିଦର୍ଶନରେ ତିରିଶ ଜଣିଆ ପ୍ରତିନିଧି ଦଳବାଲିଗୁଡା ବ୍ଲକ ପରିଦର୍ଶନରେ ତିରିଶ ଜଣିଆ ପ୍ରତିନିଧି ଦଳ

କନ୍ଧମାଳ, (ସୁରେଶ କୁମାର ପଣ୍ଡା) :କନ୍ଧମାଳରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଜିଆରଏସ ଓ ସରପଞ୍ଚ ତିରିଶ ଜଣିଆ ପ୍ରତିନିଧି ଦଳ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଗସ୍ତ କରି ମୋଡେଲ ଭାବେ ନିଆଯା

Read More...

ଗୌତମି ବିଜୁ ଯୁବବାହିନୀର ରକ୍ଷକ ଅଭିଯାନଗୌତମି ବିଜୁ ଯୁବବାହିନୀର ରକ୍ଷକ ଅଭିଯାନ

ସାନଖେମୁଣ୍ଡି, (ପ୍ରଫୁଲ୍ଲ ସାବତ) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମି ପଞ୍ଚାୟତ ବିଜୁ ଯୁବବାହିନୀ ପକ୍ଷରୁ ସଡକ ସୁରକ୍ଷା ଓ ନିୟମ ସମ୍ବନ୍ଧୀୟ ସଚେତନତା ଅଭିଯାନ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାତାୟାତର ବେ

Read More...

୨୦ତମ ଯୋଜନା ବୈଠକ ଅନୁଷ୍ଠିତ୨୦ତମ ଯୋଜନା ବୈଠକ ଅନୁଷ୍ଠିତ

ଫୁଲବାଣୀ, ୭/୧୧(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଚାୟତ ଭବନ ଠାରେ ୨୦ତମ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛିl ଏହି ବୈଠକରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆ

Read More...

ବିଜେଡିରେ ସାମିଲ ବିଜେଡିରେ ସାମିଲ

ଦିଗପହଣ୍ଡି, ୭/୧୧: ଦିଗପହଣ୍ଡି ଏନଏସିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସର ବରିଷ୍ଠ ନେତା ମଙ୍ଗଳବାର ଦିନ ନବୀନ ନିବାସ ଠାରେ ୫୦୦ କଂଗ୍ରେସ କର୍ମୀଙ୍କ ସହ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ୨୦୦୯ରେ କଂଗ୍ରେସ ଟିକ

Read More...

କୁଲାଙ୍ଗ ଗ୍ରାମ ରେ ହୋଇଥିବା ଭୁସ୍ଖଳନ ସ୍ଥାନ ପରିଦର୍ଶନ କରି , ଗ୍ରାମ ବାସିଙ୍କ ସହ ଆଲୋଚନା କଲେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗୋମଙ୍ଗ କୁଲାଙ୍ଗ ଗ୍ରାମ ରେ ହୋଇଥିବା ଭୁସ୍ଖଳନ ସ୍ଥାନ ପରିଦର୍ଶନ କରି , ଗ୍ରାମ ବାସିଙ୍କ ସହ ଆଲୋଚନା କଲେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗୋମଙ୍ଗ

ପାରଳାଖେମୁଣ୍ଡି : ଗୁମା ବ୍ଲକ ବଡ-କଳ।କୋଟ ପଞ୍ଚାୟତ ଅନ୍ତର୍ଗତ କୂଲାଙ୍ଗ ଗ୍ରାମ ରେ ହୋଇଥିବା ଭୁସ୍ଖଳନ ସ୍ଥାନ ପରିଦର୍ଶନ କଲେ ଓ ଗ୍ରାମ ବାସୀ ଙ୍କ ସହ ଆଲଚନା କଲେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗୋମଙ୍ଗ । ନଷ୍ଟ ହୋଇଥିବା ଘ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ପ୍ରଧାନମନ୍ତ୍ରୀ ବୃନ୍ଦାବନରେ ପିଲାମାନଙ୍କୁ ୩ଶହ କୋଟିତମ ଭୋଜନ ପ୍ରଦାନ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ