PM addresses Hindustan Times Leadership Summit |

ସାକ୍ଷାତକାର : Category News


କୋଦଳା ; ଯୁବ ସାମ୍ବାଦିକଙ୍କୁ ଧମକ : ସାମ୍ବାଦିକ ସଂଘ ତରଫରୁ ଦୃଢ ନିନ୍ଦା ସହ ଗିରଫ ଦାବିକୋଦଳା ; ଯୁବ ସାମ୍ବାଦିକଙ୍କୁ ଧମକ : ସାମ୍ବାଦିକ ସଂଘ ତରଫରୁ ଦୃଢ ନିନ୍ଦା ସହ ଗିରଫ ଦାବି

କୋଦଳା, ୫।୧୨ (ଇ.ରଞ୍ଜନ) ; ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି ତେଣୁ ସାମ୍ବାଦିକ ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଦାୟିତ୍ୱବାନ,ନିରପେକ୍ଷ ତଥା ନିଷ୍ଠାପର ଭାବେ କାର୍ଯ୍ୟ କରି ଜଣେ ସାମ୍ବାଦିକ

Read More...

ଚଳଚିତ୍ର ଜଗତର ହାଷ୍ୟ ଅଭିନେତା ହରି ଭାଇ ଓ ମିସ ଚାନ୍ଦିନୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରଚଳଚିତ୍ର ଜଗତର ହାଷ୍ୟ ଅଭିନେତା ହରି ଭାଇ ଓ ମିସ ଚାନ୍ଦିନୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

କୋଟଗଡ଼,(ନଳିନୀ କାନ୍ତ ମିଶ୍ର ) : ସ୍ୱତନ୍ତ୍ର ସାକ୍ଷାତକାର ଚଳଚିତ୍ର ଜଗତର ହାଷ୍ୟ ଅଭିନେତା ହରି ଭାଇ ଓ ମିସ ଚାନ୍ଦିନୀଙ୍କ ସାଥିରେ କିଛି ବାର୍ତ୍ତାଳାପ । କଳାଶ୍ରୀ ଯୁବ ସଂସଦ ତରଫରୁ ଆଜ କୁ 7ଦିନ ହେବ ଯାତ୍ରା ଜଗତର ଚହଳ କରିଥିବ

Read More...

ଆସିକାରେ ଅଘୋଷିତ ବିଦ୍ୟୁତ କାଟଆସିକାରେ ଅଘୋଷିତ ବିଦ୍ୟୁତ କାଟ

(Image Credit: Google/The Wire) ଆସିକା,(ଗଂଜାମ)୬/୧୨/୨୦୧୮(ଡିଏସ୍ଏଲ୍ଆର ନ୍ୟୁଜ୍ / କ୍ଷୀରୋଦ ଚନ୍ଦ୍ର ବେହେରା): ରାଜ୍ୟ ବିଦ୍ୟୁତ ବିଭାଗ ବିଦ୍ୟୁତ ଉତ୍ପାଦନ କମ ଆଳ ଦେଖାଇ ଅଘୋଷିତ ବିଦ୍ୟୁତ କାଟ କରୁଥିବା ଜଣାଯାଇଛି । ଏହାକୁ ଭିତି କରି ଆସିକା ବିଦ

Read More...

Canon India demonstrates groundbreaking technology and innovation at Broadcast India Show 2018Canon India demonstrates groundbreaking technology and innovation at Broadcast India Show 2018

Launched Cinema EOS C700FF and showcased other Cinema EOS and professional video cameras along with its range of Cine lenses Mumbai, (DSLR Image Magazine): Canon India, one of the leaders in the digital imaging space, unveiled the Cinema EOS C700FF at a leading industry platform Broadcast India Show 2018. Organized at the Bombay Exhibition Centre, Goregaon, Mumbai from 25th-27thOctober 2018, Broadcast India Show is a must attend event for the Film and Infotainment industry in India. Inaugura

Read More...

ବ୍ରହ୍ମପୁର : ସାମୁଦ୍ରକ ଝଡ ତିତ୍‌ଲି ଗୋପାଳପୁର ମୁହାଁ, ଗଞ୍ଜାମ ଜିଲ୍ଲା କୁ ଭୟଭିତ କରିଛିବ୍ରହ୍ମପୁର : ସାମୁଦ୍ରକ ଝଡ ତିତ୍‌ଲି ଗୋପାଳପୁର ମୁହାଁ, ଗଞ୍ଜାମ ଜିଲ୍ଲା କୁ ଭୟଭିତ କରିଛି

ବ୍ରହ୍ମପୁର, ଅକ୍ଟୋବର ୧୦ (ଡିଏସ୍ଏଲ୍ଆରନ୍ୟୁଜ୍ / ଲାଲ ମୋହନ ପଟ୍ଟନାୟକ) : ପ୍ରତି ବର୍ଷ ପରି ପୁଣି ଥରେ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ବାସୀଙ୍କୁ ଏହି ସାମୁଦ୍ରକ ଝଡ ତିତଲି ଭୟଭିତ କରିଛି । ଏହି ସାମୁଦ୍ରକ ଝଡର ବେଗ ଘଣ୍ଟା ପ୍ରତି

Read More...

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭାରତୀୟ ପୁଲିସ ସେବା 2017 ବ୍ୟାଚର ଶିକ୍ଷାନବିସପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭାରତୀୟ ପୁଲିସ ସେବା 2017 ବ୍ୟାଚର ଶିକ୍ଷାନବିସ

ନୂଆଦିଲ୍ଲୀ, ଅକ୍ଟୋବର ୮ (ଡିଏସ୍ଏଲ୍ଆର ବ୍ୟୁରୋ) : ଭାରତୀୟ ପୁଲିସସେବା୨୦୧୭ବ୍ୟାଚରପ୍ରାୟ୧୦୦ଜଣଶିକ୍ଷାନବିସ ଅଧିକାରୀମାନେ ଆଜି(ସୋମବାର)ନୂଆଦିଲ୍ଲୀଠାରେପ୍ରଧାନମନ୍ତ୍ରୀଶ୍ରୀନରେନ୍ଦ୍ରମୋଦୀଙ୍କସହସାକ୍ଷାତକରିଛନ୍ତି।

Read More...

ଗାନ୍ଧି ଜୟନ୍ତିରୁ ରାଜ୍ୟରେ ପ୍ଲାଷ୍ଟିକ ଉପରେ ଲାଗିବ ବେନ୍ଗାନ୍ଧି ଜୟନ୍ତିରୁ ରାଜ୍ୟରେ ପ୍ଲାଷ୍ଟିକ ଉପରେ ଲାଗିବ ବେନ୍

ବ୍ରହ୍ମପୁର,୩୦/୦୯/୨୦୧୮(ଲାଲମୋହନ ପଟ୍ଟନାୟକ)ଗାନ୍ଧି ଜୟନ୍ତିରୁ ରାଜ୍ୟରେ ପ୍ଲାଷ୍ଟିକ ଉପରେ ଲାଗିବ ବେନ୍ । ଓଡିଶା ସରକାର ବହୁ ପୂର୍ବରୁ କହି ସାରିଥିବା ବେଳେ ଆଜି ନିର୍ଦ୍ଦେଶନାମ ଜାରି ହୋଇଛି । ଆସନ୍ତା ୨ ଅକ୍ଟୋବର ରୁ ୫ଟି ମ

Read More...

ନଳବଟାଂ ଗ୍ରାମରେ କୋଠ ଘର ଉଦଘାଟନ ନଳବଟାଂ ଗ୍ରାମରେ କୋଠ ଘର ଉଦଘାଟନ

ଗଞ୍ଜାମ ଜିଲ୍ଲା,୨୭/୯(ଡିଏସ୍‌ଏଲ୍‌ଆର୍ ଇମେଜ୍ ମ୍ୟାଗାଜିନ;ଆସିକାରୁ କ୍ଷୀରୋଦ ଚନ୍ଦ୍ର ବେହେରା)ଆସିକା ବ୍ଲକ ନଳବଟାଂ ଗ୍ରାମ ବଡ ସାହିରେ ନୁତନ କୋଠ ଗୃହ ଆସିକା ବିଧାୟକ ଦେବରାଜ ମହାନ୍ତିଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି । କ

Read More...

କେନ୍ଦୁପଦର ଏନବିସି କଲେଜରେ ଆନ୍ତଃ ମହାବିଦ୍ୟାଳୟ ଖୋକୋ ପ୍ରତିଯୋଗିତା । କେନ୍ଦୁପଦର ଏନବିସି କଲେଜରେ ଆନ୍ତଃ ମହାବିଦ୍ୟାଳୟ ଖୋକୋ ପ୍ରତିଯୋଗିତା ।

ଗଞ୍ଜାମ,୨୫/୯ (ଡିଇମ୍ୟାବ୍ୟୁ; ଆସିକାରୁ କ୍ଷୀରୋଦ ଚନ୍ଦ୍ର ବେହେରା) ବ୍ରହ୍ମପୁର ବିଶ୍ୱିବିଦ୍ୟାଳୟ ଆନୁକୁଲ୍ୟରେ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଆୟୋଜିତ ଆନ୍ତଃମହାବିଦ୍ୟାଳୟ ଖୋକୋ ପ୍ରତିଯୋଗିତା ଅନୁଷ୍ଠୀତ ହୋ

Read More...

ଶ୍ରୀ ଜଗନ୍ନାଥ ହାଇସ୍କୁଲରେ ଚାଲୁଛି କଲେଜ- ପ୍ରଶାସନ ନିରବଶ୍ରୀ ଜଗନ୍ନାଥ ହାଇସ୍କୁଲରେ ଚାଲୁଛି କଲେଜ- ପ୍ରଶାସନ ନିରବ

ପାରଳାଖେମୁଣ୍ଡି, ସେପ୍ଟେମ୍ବର ୨୩ (ଡିଇମ୍ୟା / ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲାର ସଦର ମହକୁମା ଠାରୁ ୫ କି ମି ଦୂରରେ ଅବସ୍ଥିତ ସିଧାମଡଙ୍ଗ ପଞ୍ଚାୟତରେ ଶ୍ରୀ ଜଗନ୍ନାଥ ହାଇସ୍କୁଲ୍ ୧୯୯୮ ରେ ସ୍ଥାପିତ ହୋଇଥିଲା । ମାତ୍ର ଗ

Read More...

PM meets leaders of global automotive companiesPM meets leaders of global automotive companies

New Delhi,7/9: The Prime Minister, Shri Narendra Modi, today,held one on one meeting, with the leaders of various automotive and transportation companies from all over the world, in New Delhi.Top leveldelegation from various companies like Toyota, SAIC Motor Corporation Shanghai, Bosch, ABB Ltd, Hyundai Motor Company, Ford Smart Mobility LLC and Uber Aviation met the Prime Minister.These companies are participating in the Global Mobility Summit- MOVE, being held in New Delhi. the Prime Minister

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

ଆମ ଇ-ପତ୍ରିକା:

ବିଜ୍ଞାପନ :





ପ୍ରତିନିଧି ଲଗ୍ ଇନ୍ :
Register Now!

ଛବିରେ ଖବର :ଷୋହଳ ଖଣ୍ଡ ଗୋପାଳ ସମାଜ ବାବନପୁର ମୁଠାର ତୃତୀୟ ନୈବେଦ୍ୟ ନନ୍ଦ ଉତ୍ସବ-୨୦୧୯ ଅନୁଷ୍ଠିତ
View All Photos

ଦର୍ଶକ ପରିସଂଖ୍ୟାନ :

http://www.hitwebcounter.com/


ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର :
Type the above number:

©, ସର୍ବସତ୍ତ୍ବ ସଂରକ୍ଷିତ DSLRimageMagazine.com, 2018
ୱେବ୍ ସଂରଚନା ଓ ନିର୍ମାଣ ଓଡ଼ିଆଗୁରୁ